ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୫୧ ଠକ ନେଇଛନ୍ତି ୧୭୯୦୦ କୋଟି

0

ନୂଆଦିଲ୍ଲୀ: ଜଣେ କି ଦୁଇଜଣ ନୁହେଁ, ପୂରା ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ପାଖାପାଖି ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ଏହି ଠକମାନେ। ଆଜି ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏସବୁ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି। କୌତୂହଳ କଥା ହେଲା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହି ଖିଲାପକାରୀଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଏହି ୫୧ ଜଣ ଠକଙ୍କୁ ପ୍ରତ୍ୟର୍ପଣ ପାଇଁ ସିବିଆଇ ସମ୍ପୃକ୍ତ ଦେଶମାନଙ୍କୁ ଲେଖିଛି। ଏମାନଙ୍କ ମଧ୍ୟରେ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍‌ସି ପ୍ରମୁଖ ଅଛନ୍ତି। ଏମାନେ ଭାରତରୁ ଅର୍ଥ ଠକି ନେଇ କିନ୍ତୁ ବିଦେଶରେ ବେଶ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି।

Leave A Reply

Your email address will not be published.