ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ମାଲକାନଗିରିରୁ ତନାଘନା ଆରମ୍ଭ କଲେ ପାଣ୍ଡିଆନ୍‍

0

ଭୁବନେଶ୍ୱର: ଦୁର୍ଗାପୂଜା ପ୍ରକ୍ରିୟା ସରିନାହିଁ । ରାଜଧାନୀ ଭୁବନେଶ୍ୱର, କଟକ ଆଦି ଅଞ୍ଚଳରେ ଦେବୀଙ୍କ ଭସାଣୀ କାର୍ଯ୍ୟ ସମାହିତ ହେଉଛି । ଏପଟେ କିନ୍ତୁ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‍ ଅଫିସର ଭି କାର୍ତିକେୟନ ପାଣ୍ଡିଆନ୍‍ ତନାଘନା ଆରମ୍ଭ କରିଦେଲେଣି । ସୁଦୂର ମାଲକାନଗିରିରୁ ସେ ତାଙ୍କର ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି । ଆଜି ସକାଳୁ ଶ୍ରୀ ପାଣ୍ଡିଆନ୍‍ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କେବଳ ସେତିକି ନୁହେଁ, ସେ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବୁଲି ଦେଖିବା ସହିତ ସେଠାରେ ଏକ ସମୀକ୍ଷା ବୈଠକ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ସେଠାରେ ୫ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ହଲ୍‍ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ସେହିଭଳି ଆଉ ଦୁଇିଟି ଆମ୍ୱୁଲାନ୍‍ସ ଓ ୩ଟି ମହାପ୍ରୟାଣ ଗାଡି ଦେବାକୁ ଯୋଜନା ହୋଇଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.