ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଚଳିତ ବଜେଟ୍ ରେ କ’ଣ ଶସ୍ତା, କ’ଣ ମହଙ୍ଗା ?

0

ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪। ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ନିର୍ମଳାଙ୍କ ଘୋଷଣା ଏବେ ଦରଦାମ୍ ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।

ଶସ୍ତା ସାମଗ୍ରୀ- ଏହା ଭିତରେ ରହିଛି ଏଲଇଡି ଟିଭି, ମୋବାଇଲ ଫୋନ୍ ଖେଳନା, କ୍ୟାମେରା ଲେନ୍ସ୍ର, ହୀରା ସାମଗ୍ରୀ, ବାୟୋଗ୍ୟାସ ଜନିତ ସାମଗ୍ରୀ, ଲିଥିୟମ୍ ସେଲ୍ସ,, ଇଲେକ୍ଟ୍ରିକ ଗାଡି, ସାଇକେଲ ଓ ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ।

ମହଙ୍ଗା ସାମଗ୍ରୀ- ସିଗାରେଟ୍, ବିଦେଶୀ କିଚେନ ଚିମନି, ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍, ଛତା ଓ ରବର

Leave A Reply

Your email address will not be published.