ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଗିରଫ ହେଲେ ଖଣ୍ଡଗିରି ଥାନା ଏସଆଇ

0

ଭୁବନେଶ୍ବର; ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ଜାଲରେ ପଡିଲେ ପୁଲିସ ଅଫିସର । ବୁଧବାର ଗୋଟିଏ ପୁରୁଣା ମାମଲାର ରଫାଦଫା କରିବାକୁ ନେଇ ଲାଞ୍ଚ ନେଉଥିବାବେଳେ, ଧରାପଡିଛନ୍ତି ଖଣ୍ଡଗିରି ଥାନାର ଏସଆଇ ସୁଶାନ୍ତ ସ୍ୱାଇଁ । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବାବେଳେ ଧରିବା ସହିତ ଗିରଫ କରିଛି ।

ତେବେ ସୂଚନା ମୁତାବକ, ପୁରୁଣା କେସର ରଫାଦଫା କରିବା ପାଇଁ ପୋଲିସ ଅଫିସର ଜଣକ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେତିକି ବେଳେ ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ଚଢାଉ କରିଥିଲା । ତେବେ ନାକା ଗେଟ୍ ପାଖରେ ଲାଞ୍ଚ ନେଉଥିବାବେଳେ ପୋଲିସ ଅଫିସର ଜଣକ ଧରାପଡିଥିବା ସୂଚନା ରହିଛି ।

Leave A Reply

Your email address will not be published.