ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

0

ସମ୍ୱଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରାକୁ ନେଇ ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ କଣାକଣା । ମହରମ ପାଇଁ ଆଜି ଡିଆରଡିଏଙ୍କ ସମ୍ମିଳନୀ କକ୍ଷରେ ବସିଥିବା ଶାନ୍ତି କମିଟି ବୈଠକରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ସମ୍ବଲପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି ।

ପ୍ରତି ବର୍ଷ ମହରମ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳରୁ ଆସି ଗୋଲବଜାରରେ ସାମିଲ ହେଉଥିଲେ । ଚଳିତ ବର୍ଷ କିନ୍ତୁ ଶୋଭାଯାତ୍ରା ଆଉ ବାହାରିବ ନାହିଁ । ଯେଉଁ ଅଞ୍ଚଳର ଶୋଭାଯାତ୍ରା ସେହି ଅଞ୍ଚଳରେ ଆୟୋଜନ ହେବ । କିନ୍ତୁ ଶୋଭାଯାତ୍ରା ଆୟୋଜନ ପୂର୍ବରୁ ନିଜ ଅଞ୍ଚଳର ଥାନା ଠାରୁ ଅନୁମତି ନେବାକୁ ପଡିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.