ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ନାରୀ ସୁରକ୍ଷା ପାଇଁ “ଶକ୍ତିଶ୍ରୀ” ଆପ୍ ଆରମ୍ଭ

0

ଭୁବନେଶ୍ୱର: ଭୁବନେଶ୍ୱରରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ୟମରେ ରାଜ୍ୟ ସରକାର “ଶକ୍ତିଶ୍ରୀ” ନାମକ ଏକ ନୂତନ ଆପ୍ ଲଞ୍ଚ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିବା ବେଳେ, ଏହାକୁ ଉଚ୍ଚ ଶିକ୍ଷା ବିଭାଗରେ କାମ କରୁଥିବା ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ଉପଯୋଗୀ କରାଯାଇଛି।

ଆପ୍‌ ମାଧ୍ୟମରେ ଯେକୌଣସି ଅସୁରକ୍ଷିତ ପରିସ୍ଥିତି କିମ୍ବା ଅଘଟଣ ସମୟରେ ସହଜରେ ଅଭିଯୋଗ କରିପାରିବେ। ୨୪ ଘଣ୍ଟା ଚାଲୁଥିବା ଆଲର୍ଟ ସିଷ୍ଟମ ଦ୍ୱାରା ସମ୍ପର୍କିତ ଅଧିକାରୀଙ୍କୁ ତୁରନ୍ତ ସୂଚନା ପହଞ୍ଚିବ ଓ ଶୀଘ୍ର ପଦକ୍ଷେପ ନିଆଯିବ। ଏହି ପ୍ରୟାସ ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ସହିତ ମହିଳାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବ। ସରକାର ଏହାକୁ ନାରୀ ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.