ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଗୁରୁବାର ସକାଳେ ସମସ୍ତେ ନିଶ୍ଚିତ ପାଠ କରନ୍ତୁ ଏହି ମନ୍ତ୍ର

0

ଶ୍ରୀ ମହାଲକ୍ଷ୍ମ୍ୟଷ୍ଟକମ୍

ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ।

ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ନମସ୍ତେ ଗରୁଡାରୁଢେ କୋଳାସୁରଭୟଙ୍କରି।

ସର୍ବପାପହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟଭୟଙ୍କରି।

ସର୍ବଦୁଃଖହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ସିଦ୍ଧିବୁଦ୍ଧିପ୍ରଦେ ଦେବୀ ଭୁକ୍ତିମୁକ୍ତିପ୍ରଦାୟିନି।

ମନ୍ତ୍ରପୁତେ ସଦାଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ଆଦ୍ୟନ୍ତରହିତେ ଦେବୀ ଆଦ୍ୟଶକ୍ତିମହେଶ୍ବରୀ।

ଯୋଗଜେ ଯୋଗସମ୍ଭୁତେ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ସ୍ଥୁଳସୁକ୍ଷ୍ମମହାରୌଦ୍ରେ ମହାଶକ୍ତିମହୋଦରେ।

ମହାପାପହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।

ପଦ୍ମାସନସ୍ଥିତେ ଦେବୀ ପରବ୍ରହ୍ମସ୍ବରୂପିଣୀ।

ପରମେଶି ଜଗନ୍ମାତର୍ମହାଲକ୍ଷ୍ମୀ ନମୋସ୍ତୁ ତେ।।

ଶ୍ବେତାମ୍ବରଧରେ ଦେବୀ ନାନାଳଙ୍କାରଭୂଷିତେ।

ଜଗତ୍‌ସ୍ଥିତେ ଜଗନ୍ମାତର୍ମହାଲକ୍ଷ୍ମୀ ନମୋସ୍ତୁ ତେ।।

ମହାଲକ୍ଷ୍ମ୍ୟଷ୍ଟକଂ ସ୍ତୋତ୍ରଂ ଯଃ ପଠେଭକ୍ତିମାନ୍ନରଃ।

ସର୍ବସିଦ୍ଧିମବାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ବଦା।।

ଏକକାଳେ ପଠେନିତ୍ୟଂ ମହାପାପବିନାଶନମ୍।

ଦ୍ବିକାଳଂ ଯଃ ପଠେନ୍ନିତ୍ୟଂ ଧନଧାନ୍ୟସମନ୍ବିତଃ।।

ତ୍ରିକାଳଂ ଯଃ ପଠେନିତ୍ୟଂ ମହାଶତ୍ରୁବିନାଶନମ୍।

ମହାଲକ୍ଷ୍ମୀର୍ଭବେନ୍ନିତ୍ୟଂ ପ୍ରସନ୍ନା ବରଦା ଶୁଭା।।

।। ଇତୀନ୍ଦ୍ରକୃତଂ ମହାଲକ୍ଷ୍ମ୍ୟଷ୍ଟକ୍ୟଂ ସମ୍ପୂର୍ଣ୍ଣମ୍।।

Leave A Reply

Your email address will not be published.