ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଭୀଷଣ ମୁଣ୍ଡବିନ୍ଧା ହେଉଛି କି?

0

ଭୁବନେଶ୍ବର: କାମ କରୁନି ମଲମ। ଆଉ ଲାଭ ମିଳୁନି କୌଣସି ପେନ୍ କିଲର ବଟିକାରୁ। ଥରେ ମୁଣ୍ଡବ୍ୟଥା ଆରମ୍ଭ ହେଲେ ଅସହ୍ୟ ଯନ୍ତ୍ରଣା ହେଉଛି। ଆପଣଙ୍କ ମୁଣ୍ଡବିନ୍ଧାର କାରଣ ମାଇଗ୍ରେନ୍ ହୋଇଥାଇପାରେ।

ପୁରୁଷଙ୍କ ତୁଳନାରେ ମହିଳାମାନେ ମାଇଗ୍ରେନ ଜନିତ ମୁଣ୍ଡବ୍ୟଥାରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଡାକ୍ତରୀ ଔଷଧ ଅପେକ୍ଷା ଜୀବନଶୈଳୀ ଓ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କଲେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧା ଭଲ ହୋଇଥାଏ।

  • ମାନସିକ ଚାପଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
  • କଫି,କୋଲଡ୍ରିଙ୍କ୍‌ସ,ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।
  • ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ,ଛଣାଛଣି ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ।
  • ଶୋଇବାର ଏକ ସମୟ ସ୍ଥିର କରନ୍ତୁ।
  • ଅଧିକ ଖରାରେ ଏବଂ ଅଧିକ ଶବ୍ଦ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
  • ଠିକ୍ ସମୟରେ ଖାଆନ୍ତୁ, ଆଦୌ ଉପବାସ କରନ୍ତୁ ନାହିଁ।
  • ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ, ପ୍ରାଣାୟାମ କରନ୍ତୁ ।
Leave A Reply

Your email address will not be published.