ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭୀଷଣ ମୁଣ୍ଡବିନ୍ଧା ହେଉଛି କି?

0

ଭୁବନେଶ୍ବର: କାମ କରୁନି ମଲମ। ଆଉ ଲାଭ ମିଳୁନି କୌଣସି ପେନ୍ କିଲର ବଟିକାରୁ। ଥରେ ମୁଣ୍ଡବ୍ୟଥା ଆରମ୍ଭ ହେଲେ ଅସହ୍ୟ ଯନ୍ତ୍ରଣା ହେଉଛି। ଆପଣଙ୍କ ମୁଣ୍ଡବିନ୍ଧାର କାରଣ ମାଇଗ୍ରେନ୍ ହୋଇଥାଇପାରେ।

ପୁରୁଷଙ୍କ ତୁଳନାରେ ମହିଳାମାନେ ମାଇଗ୍ରେନ ଜନିତ ମୁଣ୍ଡବ୍ୟଥାରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଡାକ୍ତରୀ ଔଷଧ ଅପେକ୍ଷା ଜୀବନଶୈଳୀ ଓ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କଲେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧା ଭଲ ହୋଇଥାଏ।

  • ମାନସିକ ଚାପଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
  • କଫି,କୋଲଡ୍ରିଙ୍କ୍‌ସ,ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।
  • ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ,ଛଣାଛଣି ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ।
  • ଶୋଇବାର ଏକ ସମୟ ସ୍ଥିର କରନ୍ତୁ।
  • ଅଧିକ ଖରାରେ ଏବଂ ଅଧିକ ଶବ୍ଦ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
  • ଠିକ୍ ସମୟରେ ଖାଆନ୍ତୁ, ଆଦୌ ଉପବାସ କରନ୍ତୁ ନାହିଁ।
  • ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ, ପ୍ରାଣାୟାମ କରନ୍ତୁ ।
Leave A Reply

Your email address will not be published.