ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆମେରିକାରେ ପୁଣି ଗୁଳିକାଣ୍ଡ

କାଲିଫର୍ଣ୍ଣିଆ : ଆମେରିକା ଗୁଳିକାଣ୍ଡ ଏବେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପ୍ରାୟ ପ୍ରତି ମାସରେ ସର୍ବସାଧାରଣ ସ୍ଥାନ ଯେପରିକି ସ୍କୁଲ, ସପିଂମଲ ଆଦିରେ ଗୁଳିକାଣ୍ଡ ହେଉଛି । କାଲିଫର୍ଣ୍ଣିଆସ୍ଥିତ ମଣ୍ଟେରି ପାର୍କରେ ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଆଖିମୁଜା ଗୁଳିକାଣ୍ଡ
Read More...

ହକି ତାରକା ପ୍ରବୋଧ ତିର୍କୀଙ୍କ କ୍ବାର୍ଟରରୁ ଚୋରି

ଭୁବନେଶ୍ବର: ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରୁ ଚୋରି ହୋଇଯାଇଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଶ୍ୱ କପ୍‌
Read More...

କୂଅରେ ପଡ଼ି ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ

ଖୋର୍ଦ୍ଧା: ସାଇକେଲ ଚଲାଇବା ବେଳେ କୂଅରେ ପଡ଼ି ଜଣେ ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତକ ହେଲେ ମହେଶ୍ବର ବେହେରାଙ୍କ ପୁଅ ଦିବ୍ୟଜ୍ୟୋତି ବେହେରା । ସୂଚନା ଅନୁସାରେ ମହେଶ୍ବରଙ୍କ ପୁଅ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ

ଭୁବନେଶ୍ବର : ବିଶ୍ବ ହକିକପ ୨୦୨୩ର ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ।ଆଜିଠାରୁ ଅସଲ ଲଢ଼େଇ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍‌ ‘ଡି’ରେ ଦ୍ବିତୀୟ ସ୍ଥାନରେ
Read More...

ନେପାଳରୁ ଫେରୁଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ନେପାଳରୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳରୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଶନିବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୬୦ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଫେରିବା ବାଟରେ
Read More...

ବାଛୁରୀର ନାଁ କ୍ରୀଷ୍ଣା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାମୁକୋଳି ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋରୁଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ବୁଲିବା ସମୟରେ ଏକ ନବଜାତ ବାଛୁରୀକୁ ଦେଖି ତାହାର ନାମକରଣ ହୋଇନଥିବା ଜାଣିବା ପରେ
Read More...

ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

ରାୟପୁର : ଆଜି ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ରାୟପୁରଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି । ସୂଚନାଯୋଗ୍ୟ;
Read More...

ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ

ନୂଆଦିଲ୍ଲୀ: ଓଡିଶା ପୁଲିସ ପାଇଁ ଆଜି ବହୁତ ଖୁସିର ଦିନ। କାରଣ ୨୦୨୨ବର୍ଷ ପାଇଁ ସାରା ଦେଶରେ ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ ହୋଇଛି। ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବୈଜ୍ଞାନିକ ଭବନରେ ଆୟୋଜିତ ପୋଲିସ ଡିଜି ଓ ଆଇଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ଆସିକା
Read More...

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର; ଏବର୍ଷବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନଯାଇ ଭୁବନେଶ୍ୱରର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି । ଆସନ୍ତା ଜାନୁୟାରୀ ୨୬ରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର
Read More...

ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା/ଭୁବନେଶ୍ବର: ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଉଛି । ପୁଲ-ଏ ର ଦୁଇଟି ଓ
Read More...