ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦ ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ…
Read More...

କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତନ ଆବଶ୍ୟକ

ଭୁବନେଶ୍ୱର , ୯/ ୦୩ : ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ କୋଟିରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଅବସ୍ଥା ଜଟିଳ ହେବା ସମୟରେ ହସ୍ପିଟାଲ୍‌କୁ ଆସିଥାନ୍ତି । ତେଣୁ…
Read More...

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ’ସୋଆ’

ଭୁବନେଶ୍ୱର , ୯/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ…
Read More...

ଲୋକାର୍ପିତ ହେଲା ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ଯାନ

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ’ ଏବଂ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ସମ୍ପନ୍ନ ୫ଟି ‘ରକ୍ତ ସଂଗ୍ରହ ଯାନ’ ଲୋକାର୍ପଣ…
Read More...

ଆମେରିକା ବିଦେଶ ବିଭାଗ ପକ୍ଷରୁ ମନୋନୀତ ହେଲେ ଭବାନୀ

ଭୁବନେଶ୍ବର; ‘ସମ୍ବାଦ’ରେ କାର୍ଯ୍ୟରତ ବାର୍ତ୍ତାବିଭାଗର ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଭିଜିଟର୍‌ ଲିଡର୍‌ସିପ୍‌ ପ୍ରୋଗ୍ରାମ୍‌’ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୩ରେ ହେବାକୁ ଥିବା…
Read More...

କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା । ସହକାରୀ ସମବାୟ ନିବନ୍ଧକ କ୍ୟାଡର…
Read More...

ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ

ପୁରୀ; ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ। ଅଣାୟତ ହେଉଛି ନିଆଁ । ରାତି ସାରା ପ୍ରଚେଷ୍ଟା ସତ୍ୱେ ନିଆଁ ଲିଭିପାରୁନି। ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଲା ନିଆଁ । ପ୍ରଥମ ମହଲାରେ ରହିଛି ବ୍ୟାଙ୍କ ଓ ଲୁଗା ଦୋକାନ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ ଆୟତ୍ତ…
Read More...

ଆସନ୍ତା କାଲିଠାରୁ ମାଟ୍ରିକ ପରୀକ୍ଷା

କଟକ; ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୩ ହଜାର ୨୧୮ କେନ୍ଦ୍ରରେ ୫ଲକ୍ଷ ୪୧ ହଜାର ୨୪୭ ଶିକ୍ଷାର୍ଥୀ ଦେବେ ପରୀକ୍ଷା । ପ୍ରଥମ ଦିନରେ ଘଣ୍ଟାଏ ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ମୋଟ ୩୧୬ ନୋଡ଼ାଲ ସେଣ୍ଟରରେ ପହଞ୍ଚି…
Read More...

ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି

କେରଳ; ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କେରଳ ବିଶ୍ବବିଦ୍ୟାଳୟ । ପାଠ ପଢ଼ୁଥିବା ୧୮ ବର୍ଷ ବୟସରୁ ଅଧିକ ଛାତ୍ରୀଙ୍କୁ ଏଭଳି ଛୁଟି ମିଳିବ । ଯଦି କେହି ଛାତ୍ରୀ ଗ୍ରାଜୁଏସନ୍, ପୋଷ୍ଟଗ୍ରାଜୁଏସନ…
Read More...

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତା ଉପରେ ପ୍ରତିବନ୍ଧକ

ଭୁବନେଶ୍ବର; ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତାକୁ ସ୍ଥାନ ନାହିଁ। ଏଥିପାଇଁ କଡା ନିର୍ଦ୍ଦେଶନାମା ଜାରି କରଯାଇଛି। ଉତ୍କଳୀୟ ସଂସ୍କୃତିର ଏପରି ଅପପ୍ରଚାରକୁ ଆଉ ବରଦାସ୍ତ କରାଯିବନି। ଏପରିକି ଯାତ୍ରା, ମେଲୋଡିରେ ଦ୍ୱି ଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ଓଡ଼ିଆ ଭାଷା ସାହିତ୍ୟ ଓ…
Read More...