Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି
Browsing Category
ଘଟଣା ଓ ଦୁର୍ଘଟଣା
ସଡକ ଦୁର୍ଘଟଣାରେ ଟ୍ରାଫିକ କର୍ମଚାରୀଙ୍କ ମୃତ୍ୟୁ
ଭୁବନେଶ୍ବର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଟ୍ରାଫିକ କର୍ମଚାରୀ ମଧୁସୂଦନ କିର୍ସାରୀ ମୃତ୍ୟୁ ଘଟିଛି। ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ରାତି ପ୍ରାୟ ୧୦ଟା ସମୟରେ!-->…
Read More...
Read More...
କୁମ୍ଭୀର ଆକ୍ରମଣରେ ବାଳକ ମୃତ
ଅନୁଗୁଳ: ମହାନଦୀ କୂଳରେ ଗୋଧୋଇବା ବେଳେ ଜଣେ ବାଳକକୁ କୁମ୍ଭୀର ଆକ୍ରମଣ କରିଛି। ଏଥିରେ ବାଳକର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଧିନ ଘାଟସାହି ନିକଟ ମହାନଦୀ କୂଳରେ ଆସ ପୂର୍ବାହ୍ଣରେ ଏହି ଅଘଟଣ ଘଟିଛି। ମୃତ ବାଳକର ନାମ ସମୀର ନାୟକ। ବୟସ ମାତ୍ର ୮ ବର୍ଷ।
!-->!-->!-->…
Read More...
Read More...
ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ
ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରର ଲଦାଖ ଅଂଚଳରେ ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ ହୋଇଛନ୍ତି। ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର୍ ଅଭ୍ୟାସ ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସେନା ଟ୍ୟାଙ୍କ ଭାସି ଯାଇଥିଲା। ଏ ବିଷୟରେ ଜଣାପାଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ!-->…
Read More...
Read More...
ଜଳିଗଲା ମୋ ବସ୍
କଟକ: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍କୁ ଅଟକାଇଥିଲେ।!-->…
Read More...
Read More...
ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ
ନୂଆଦିଲ୍ଲୀ: ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ। ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ ଧରଣର ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା!-->…
Read More...
Read More...
ନନ୍ଦନ ପରେ ଆଖି ବୁଜିଲା ବାଘୁଣୀ ‘ସାରା’
ଭୁବନେଶ୍ବର: ନନ୍ଦନକାନନରେ ଆଖି ବୁଜିଛି ନାଲି ବାଘୁଣୀ ‘ସାରା’। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା। ଗୁରୁବାର ଭୋର ୪ଟା ୪୨ରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ଏହି ବାଘୁଣୀଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ!-->…
Read More...
Read More...
ବଜ୍ରପାତ ୩ ମୃତ ଘଟଣା: ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବରଗଡ: ବଜ୍ରପାତରେ ମୃତକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବୁଧବାର ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଶୋକସନ୍ତପ୍ତ!-->…
Read More...
Read More...
ରାସ୍ତା କଡ଼ରୁ ଶିଶୁପୁତ୍ର ଉଦ୍ଧାର
ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ଶିଶୁର ବୟସ ଏକ ମାସରୁ ଦେଢମାସ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା!-->…
Read More...
Read More...
ରୁଙ୍ଗଟା ମାଇନ୍ସରେ ଲୁହା ପ୍ଲେଟ ଖସି ୨ ମୃତ୍ୟୁ, ୩ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଅଘଟଣ। ଲୁହା ପ୍ଲେଟ ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ!-->…
Read More...
Read More...
ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି
ତାମିଲନାଡୁ: ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାରେ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ୱାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ!-->…
Read More...
Read More...