Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category
ଦେଶ-ବିଦେଶ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଂଘର୍ଷ ମଧ୍ୟରେ ବିଶ୍ୱ ବାଣିଜ୍ୟକୁ ପୁଣି ଏକ ବଡ଼ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୁକ୍ରବାର ସେ ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି।
ପେଟେଣ୍ଟ ଔଷଧ ଉପରେ ଏହି ୧୦୦% ଶୁଳ୍କ!-->!-->!-->…
Read More...
Read More...
ଏପ୍ରିଲ ୧ରୁ ଟୋଲ୍ ପ୍ଲାଜାରେ ଡିଜିଟାଲ୍ ଦେୟ ପ୍ରଦାନ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଏପ୍ରିଲ ୧ ତାରିଖରୁ ନଗଦ ଦେୟ ପ୍ରଦାନ ପ୍ରଣାଳୀ ବନ୍ଦ ହେବାକୁ ଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୦୦ ଶତାଂଶ ଡିଜିଟାଲ୍ ଦେୟ ପ୍ରଦାନ ବ୍ୟବସ୍ଥା ଲାଗୁ କରାଯିବ।
ନୂତନ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟୋଲ୍ ଶୁଳ୍କ କେବଳ!-->!-->!-->…
Read More...
Read More...
ଜେୱାରରେ ନୋଏଡା ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଶୁଭାରମ୍ଭ
ଉତ୍ତର ଭାରତର ବିମାନ ଯାତାୟାତକୁ ମିଳିଲା ନୂଆ ଦିଗ
ନୋଏଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି। ଜୁରିଚ୍ ବିମାନବନ୍ଦର ଇଣ୍ଟରନ୍ୟାସନାଲ୍ ଏଜି ଦ୍ୱାରା ବିକଶିତ ଏହି ପ୍ରକଳ୍ପ ଉତ୍ତର ଭାରତର!-->!-->!-->…
Read More...
Read More...
ବଙ୍ଗାଳରେ ଶାସନକୁ ଆସିଲେ ୪୫ ଦିନ ମଧ୍ୟରେ ସୀମା ବାଡ଼ ପାଇଁ ଜମି ବ୍ୟବସ୍ଥା କରିବାକୁ ଅମିତ ଶାହଙ୍କ ଘୋଷଣା
ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି ବଙ୍ଗାଳରେ ଆସନ୍ତା ବିଧାନସଭା ନିର୍ବାଚନ ପରେ ଶାସନକୁ ଆସେ, ତେବେ ସରକାର ଗଠନ ପରେ ୪୫ ଦିନ ମଧ୍ୟରେ ସୀମା ବାଡ଼ ନିର୍ମାଣ ପାଇଁ ଆବଶ୍ୟକ ଜମି ବ୍ୟବସ୍ଥା କରାଯିବ।ସେ ଅଭିଯୋଗ କରି!-->…
Read More...
Read More...
ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଆପାତକାଳୀନ ଅବତରଣ
ନୂଆଦିଲ୍ଲୀ: ମଧ୍ୟାକାଶରେ ପ୍ରାୟୋଗିକ ତ୍ରୁଟି ଦେଖାଦେବା ପରେ ଇଣ୍ଡିଗୋର ବିମାନ ନମ୍ବର ୬ଇ-୫୭୯ ଶନିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଆପାତକାଳୀନ ଅବତରଣ କରିଛି। ବିଶାଖାପଟ୍ଟଣମରୁ ଦିଲ୍ଲୀକୁ ଯାଉଥିବା ବେଳେ ବିମାନଟିର ଏକ ଇଞ୍ଜିନ୍ରେ ତ୍ରୁଟି!-->…
Read More...
Read More...
‘ଜେନ୍ ଜେଡ୍’ ଆନ୍ଦୋଳନ ଦମନ ମାମଲା: ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଗିରଫ
କାଠମାଣ୍ଡୁ: ୨୦୨୫ର ‘ଜେନ୍ ଜେଡ୍’ ଆନ୍ଦୋଳନ ଦମନ ସମ୍ପର୍କିତ ମାମଲାରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଶନିବାର ସକାଳେ ଗିରଫ କରାଯାଇଛି। ଏହି ଆନ୍ଦୋଳନ ସମୟରେ ପୋଲିସ କାର୍ଯ୍ୟବାହୀରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ!-->…
Read More...
Read More...
ପଶ୍ଚିମ ଏସିଆ ସଂଘର୍ଷ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ଇରାନ-ଇସ୍ରାଏଲ ସଂଘର୍ଷର ପ୍ରଭାବରେ ଦେଶର!-->…
Read More...
Read More...
ଟ୍ରମ୍ପଙ୍କ ବଡ ଘୋଷଣା, ୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ
ନ୍ୟୁଜ୍ ବ୍ୟୁରୋ: ଇରାନ ବିରୋଧରେ ଯୋଜନାବଦ୍ଧ ସାମରିକ ଆକ୍ରମଣକୁ ଆମେରିକା ପକ୍ଷରୁ ୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ୱାଶିଂଟନ ଓ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଅବକାଶ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗତ!-->…
Read More...
Read More...
ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର!-->!-->!-->…
Read More...
Read More...
ଏପ୍ରିଲ୍ରୁ ମହଙ୍ଗା ହେବ ବିମାନ ଯାତ୍ରା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଙ୍କଟ ପ୍ରଭାବରେ ତେଲ ଆମଦାନି କମିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ବିମାନ ଇନ୍ଧନ (ଏଟିଏଫ୍) ଦର ବୃଦ୍ଧି ପାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହାର ସିଧାସଳଖ ପ୍ରଭାବ ବିମାନ ଭଡା ଉପରେ ପଡ଼ିବ।ପ୍ରତି ମାସର!-->…
Read More...
Read More...