ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ
Browsing Category

ସ୍ୱାସ୍ଥ୍ୟ

ଘାତକ ହେଲା ମେ’; ଜୁନ୍‌ ଉପରେ ଆଖି

ଉଜାଡ଼ିଦେଲା ପରିବାର, ସାରା ଓଡ଼ିଶାକୁ କନ୍ଦେଇଲାଏପ୍ରିଲ ଅପେକ୍ଷା ମେ'ରେ ରାଜ୍ୟ ଦେଖିଲା କରୋନାର ଭୀଷଣ ଚିତ୍ରତିନିଗୁଣ ବଢ଼ିଲେ ସଂକ୍ରମିତ, ୬ଗୁଣରୁ ଅଧିକ ବଢ଼ିଲା ମୃତ୍ୟୁ ସଂଖ୍ୟା ଭୁବନେଶ୍ବର: ନିଦ ହଜାଇଦେଇଛି କରୋନା। କାହାର ପରିବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଉଛି ତ ଆଉ
Read More...

ମୁକାବିଲା ପାଇଁ ଅଣ୍ଟାଭିଡ଼ିଲେ ଅପରାଜିତା

ଭୁବନେଶ୍ବର: କୋଭିଡ୍ ପରିଚାଳନା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସାଂସଦ ଖୋର୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀରେ କୋଭିଡ୍ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ।
Read More...

ଏଥର ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ

୧୫ ଜିଲ୍ଲାରେ ୧୯ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ଭୁବନେଶ୍ବର: ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟର ବ୍ୟବସ୍ଥା କରିବା ପାଇଁ ତରୁନ୍ତ ବ୍ୟକ୍ତିଗତ
Read More...

୭ ସୂତ୍ରୀ ପରାମର୍ଶ ଦେଲେ ନବୀନ

କୋଭିଡ୍ ସମୀକ୍ଷା ବୈଠକରେ ତୃତୀୟ ଲହର ଚିନ୍ତା ଆସିଲାରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ ପରିବାରଙ୍କୁ ଟିକା ଦେବାକୁ ନିର୍ଦେଶ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ
Read More...

୧୬ ଜିଲ୍ଲାକୁ କୋଭିଡ୍ ପରୀକ୍ଷା ପାଇଁ ୨୦ କୋଟି

ଭୁବନେଶ୍ବର: ରାଜ୍ୟର ୧୬ଟି ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ
Read More...

ଆଁ ମେଲାଇ ମାଡ଼ିଆସୁଛି ; ପଶିବା ନା ଖସିବା

ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼ ଆଦି ରାଜ୍ୟ ସ୍ଥିତି ଭୟଙ୍କରଅମ୍ଳଜାନର ମିଳୁନି, ଶଯ୍ୟା, ଟିକା, ଔଷଧ ସବୁଥିରେ ଅଭାବ ବିଗାଡ଼ିଲାଣି ସ୍ଥିତିଓଡ଼ିଶାରେ ବିପଜ୍ଜନକ ଭାବେ ବଢ଼ୁଛି, ବେଳକୁ ସାବଧାନ ନହେଲେ ଭୟଙ୍କର ହେବ ନୂଆଦିଲ୍ଲୀ: କେଉଁଠି ଅକ୍ସିଜେନ୍ ନାହିଁ ତ ଆଉ
Read More...

ପୁଣି ପଞ୍ଝା ମେଲାଇଲାଣି କରୋନା

ଭୁବନେଶ୍ବର: ଗତବର୍ଷ ଭଳି ସମାନ ଢଙ୍ଗରେ ଏପ୍ରିଲ ଆରମ୍ଭରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏକାଥରକେ ଶହେ ଡେଇଁ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ଆଜି ୩୯୪ରେ ପହଞ୍ଚିଛି। ଅର୍ଥାତ୍ ସିଧା ୪ଶହ ପାଖାପାଖି ଛୁଇଁଛି। ଏବର୍ଷର ଏହା ସର୍ବାଧିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା
Read More...