ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category

ସ୍ୱାସ୍ଥ୍ୟ

ଲୋକଙ୍କୁ କୋଭିଡ୍ ମୁହଁକୁ ଠେଲିଦେବାକୁ ଭୀଷଣ ଷଡ଼୍‌ଯନ୍ତ୍ର

ଲକ୍‌ଡାଇନ୍ ପ୍ରକ୍ରିୟା ଜାରି ରହିଛି, ଅନ୍‌ଲକ୍ ସଂପର୍କରେ ସୂଚନା ଦେବା ପାଇଁ ତରତର ହେଲେଣି ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ ବାବୁଗଣମାଧ୍ୟମରେ କୌଣସି ବିଶେଷଜ୍ଞଙ୍କର କାହା ସହିତ ତାଳମେଳ ନାହିଁ, ସରକାର କାହା ସ୍ବାର୍ଥ ପୂରଣ କରିବାକୁ ନିରବ ଅଛନ୍ତି?ଟିକା ପ୍ରଦାନ ନଗଣ୍ୟ, ଏବେ ବି ସଂକ୍ରମଣ
Read More...

ଏକ୍‌ମୋ ମେସିନ୍ ପାଇଁ ଓଡ଼ିଶାରେ ପ୍ରସ୍ତୁତି ବଢ଼ିଲା

ରାଉରକେଲା ସମେତ ସେଲ୍‌ର ସବୁ ହସ୍ପିଟାଲରେ ଏକ୍‌ମୋ ମେସିନ୍‌ ବ୍ୟବସ୍ଥା ହେବ: ଧର୍ମେନ୍ଦ୍ର ପ୍ରଧାନଏମ୍‌ସର ଓଡ଼ିଶା ଶାଖା ବି ଏକ୍‌ମୋ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ କଲା,ପ୍ରଥମ ଦୁଇଟି ମେସିନ୍ କିଣାଯିବପୂର୍ବରୁ ସରକାର କଟକ ପାଇଁ ୬ଟି ମେସିନ୍ କିଣିବା ଲାଗି କହିଥିଲେ, କ୍ୟାପିଟାଲ
Read More...

ସବୁ ପ୍ରମୁଖ ହସ୍ପିଟାଲରେ ହେବ ତରଳ ଅକ୍ସିଜେନ୍ ପ୍ଲାଣ୍ଟ୍‌

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀରଜ, ସାବିତ୍ରୀ ପାଇଁ ଲୋକମାନେ ସତର୍କ ରହିବା ଲାଗି ନିବେଦନ କଲେ୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଉଦ୍‌ଘାଟିତ ହେଲାବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ବାସ୍ଥ୍ୟ
Read More...

ଶିଶୁଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଲେ ନବୀନ

ଶିଶୁ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର,ତାଲିମ ନେବେ ୧୧୧୪ ଡାକ୍ତରଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକମ୍ ସକ୍ରମଣ ହାର ଥିବା ଜିଲ୍ଲା ରେ ଅନ୍ ଲକ୍ ପ୍ରକ୍ରିୟା
Read More...

ନିଜ ଲୋକ ପାଖରେ ନଥିଲେ, ତଥାପି କରୋନାକୁ ଜିତିଲେ ପ୍ରଦୀପ

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ଆତ୍ମୀୟଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ
Read More...

କୋଲକାତା ଗଲେ ଆଇପିଏସ୍‌ ଦେବାଶିଷ

ଭୁବନେଶ୍ବର: କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭିଜିଲାନ୍ସ ନିର୍ଦେଶକ ତଥା ବରିଷ୍ଠ ଆଇପିଏସ୍‌ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର
Read More...

କିଛି ଭଲ ଖବର ଆଣିଲା କରୋନା

ଭୁବନେଶ୍ବର: ହଠାତ୍ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଗତକାଲି (୫ ତାରିଖ ପରୀକ୍ଷା ରିପୋର୍ଟ) ୧୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଆଜି (୬ ତାରିଖରେ ପରୀକ୍ଷା ହୋଇଥିଲା) ରିପୋର୍ଟ କହୁଛି, ଖୋର୍ଧାରେ ମାତ୍ର ୪୯୫
Read More...

କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର

ଲକ୍‌ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣାଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍‌ ଚିହ୍ନଟ ଭୁବନେଶ୍ବର: ମେ' ୫ ତାରିଖରେ ସାରା ରାଜ୍ୟକୁ
Read More...

ବିପଜ୍ଜନକ ଜୁନ୍, ଦୁଇଦିନରେ ଗଲାଣି ୭୭ଜଣଙ୍କ ମୁଣ୍ଡ

ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ପରୀକ୍ଷା ଉପରେ ସରକାରଙ୍କ ଗୁରୁତ୍ବଦେଶରେ ଦ୍ବିତୀୟ ତରଙ୍ଗରେ ୫୯୪ ଡାକ୍ତରଙ୍କର ମୃତ୍ୟୁ ଘଟିଛିଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାରରୁ କେବଳ ୪୫ ପ୍ରତିଶତ, ଓଡ଼ିଶାରୁ ୨୨ ଭୁବନେଶ୍ବର: ଜୁନ୍‌ରେ କୋଭିଡ୍ ସଂକ୍ରମଣ କମିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ
Read More...

ତୃତୀୟ ଲହର ପାଇଁ ଅଣ୍ଟାଭିଡ଼ିଲେ ନବୀନ

କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌ ବ୍ୟବସ୍ଥାସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍‌ସନ, ବ୍ଲାକ୍‌ ଫଙ୍ଗସର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ କୋଭିଡରେ ନିଜ
Read More...