Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲା ଦିଲ୍ଲୀରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ
Browsing Category
ସ୍ୱାସ୍ଥ୍ୟ
ମହାମାରୀ କୋପ ଟିକେ କମିଲା!
୨୬୧୭କୁ ଖସିଲା ସଂକ୍ରମଣଙ୍କ ସଂଖ୍ୟା, ମୃତକଙ୍କ ତାଲିକା ଉପରମୁହାଁଅମାନିଆ ବଢାଉଛନ୍ତି ସଂକ୍ରମଣ, କିଛି ଲୁଚାଉଛନ୍ତି, ପରୀକ୍ଷା କରୁନାହାନ୍ତିରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୨୪ ଛୁଇଁଲା, ଖୁବ୍ ଶୀଘ୍ର ହଜାରେ ହେବ
ଭୁବନେଶ୍ବର: ରାଜ୍ୟରେ କରୋନା କୋପ ଟିକେ କମିଛି କି?!-->!-->!-->…
Read More...
Read More...
ପ୍ଲାଜ୍ମା ଦାନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ବେଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ!-->…
Read More...
Read More...
ଖୋର୍ଧାରେ ସୀମା ଡେଇଁଲା ସଂକ୍ରମଣ
ରେକର୍ଡ କଲା ଖୋର୍ଧା, ୯୦୨ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟରାଜ୍ୟରେ ୪୩୫୬ଜଣଙ୍କ କୋଭିଡ୍ ସଂକ୍ରମଣ ତାଲିକାରେ ସାମିଲଆଉ ୧୬ଜଣଙ୍କ ମୃତ୍ୟୁ ସୂଚନା , ମୋଟ ସଂଖ୍ୟା ୭୮୩ ଛୁଇଁଲାଗତକାଲି ୫୩ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର!-->!-->!-->…
Read More...
Read More...
କରୋନା ବେଳେ ବି ସଫଳ କିଡ୍ନି ପ୍ରତ୍ୟାରୋପଣ କଲା ସମ୍ ଅଲ୍ଟିମେଟ୍
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଆସୁଛିସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ରେ ଦୁଇଟି କିଡ୍ନି ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।
ଉଭୟ ରୋଗୀ ଜଟିଳ କିଡ୍ନି ରୋଗର ପଞ୍ଚମ!-->!-->!-->…
Read More...
Read More...
ଦେଶରେ ୨୪ଘଣ୍ଟାରେ ଲକ୍ଷେ ରୋଗୀ ସୁସ୍ଥ
ଓଡ଼ିଶାରେ କରୋନା ସୁସ୍ଥତା ହାର ଦେଢ ଲକ୍ଷ ଟପିଲା
ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି। ଏକ ସଫଳତାର ନିଦର୍ଶନ!-->!-->!-->…
Read More...
Read More...
ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅଧିକ ପ୍ରଭାବିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ରାଜ୍ୟ ବା!-->…
Read More...
Read More...
କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ
ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି।
ଦେଶରେ!-->!-->!-->…
Read More...
Read More...
ଓଡ଼ିଶାରେ କରୋନା ଲକ୍ଷେ ଟପିଲା
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି। ଆଜି ୩୦୧୪ ଜଣଙ୍କ ଠାରେ କରୋନା ଠାବ ପରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୩୪ ଛୁଇଁଛି। ପାଖାପାଖି ୧୭ଲକ୍ଷ ୩୧ ହଜାର ୫୫୬ଟି ନମୁନା ପରୀକ୍ଷଣରୁ ଏତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଲେଖା ହେବା!-->…
Read More...
Read More...
ଅମାନିଆଙ୍କ ଲାଗି କରୋନା ବେକାବୁ!
ଗୋଟିଏ ଦିନରେ ରେକର୍ଡ ୩୩୭୧ କରୋନା ସଂକ୍ରମିତଗୋଟିଏ ଦିନରେ ସର୍ବାଧିକ ୧୩ଜଣଙ୍କର ମୃତ୍ୟୁ ସୂଚନାଅଗଷ୍ଟ ମାସରେ ମୋଟ ସଂକ୍ରମିତ ଲକ୍ଷେ ଟପିପାରନ୍ତି୨୪ ଘଣ୍ଟାରେ ୬୩ହଜାର ୨୦୯ ନମୁନା ପରୀକ୍ଷା ହୋଇଥିଲା
ଭୁବନେଶ୍ବର: ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ନୂଆ ରେକର୍ଡ!-->!-->!-->…
Read More...
Read More...
ପୁଣି ଜଣେ ବିଜେଡି ବିଧାୟକଙ୍କୁ କରୋନା
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା
ଭୁବନେଶ୍ବର: କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଜଣେ ପରେ ଜଣେ ରାଜନୈତିକ ନେତା ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଗତକାଲି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଓଏ୍ବସ୍ଆଇସି ଅଧ୍ୟକ୍ଷ!-->!-->!-->…
Read More...
Read More...