Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍
ଭାରତୀୟ ବାୟୁସେନାକୁ ତେଜସ୍ ଓ ଏଚ୍ଟିଟି-୪୦ ହସ୍ତାନ୍ତର କରିବ ଏଚ୍ଏଏଲ୍
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍ଘାଟନ କଲେ ମୋଦି
Browsing Category
Today’s Highlight
ଅକ୍ଟୋବର ୨୫, ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର; ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏହି ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ରାଜସ୍ୱ!-->…
Read More...
Read More...
ଟୁଇନ୍ ସିଟିରେ ୨ ଘଣ୍ଟା ଫୁଟିବ ବାଣ
ଭୁବନେଶ୍ବର; ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ତେବେ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଟୁଇନ୍ ସିଟିରେ ଜାରି ହୋଇଛି ଗାଇଡଲାଇନ୍ । ଏଥର ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିଛି ।ଦୀପାବଳି ଦିନ ରାତି ୮ରୁ ୧୦ଟା ମଧ୍ୟରେ ବାଣ!-->…
Read More...
Read More...
ଧାମନଗର ଉପନିର୍ବାଚନ ’କାର୍ଯ୍ୟକର୍ତ୍ତା ବୈଠକ’ରେ କେନ୍ଦ୍ରମନ୍ତ୍ରୀ
• ଧାମନଗର ଉପନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ• ଧାମନଗରରେ ଶାସକ ଦଳର କ୍ଷମତା ଓ ଅର୍ଥବଳର ଅହଙ୍କାର ପୁଣି ଥରେ ଭଙ୍ଗ ହେବ• ବ୍ୟଭିଚାରିତା ଓ ମନୋମୁଖୀ ଶାସନ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି• ଶାସକ ଦଳର କ୍ଷମତାର ଅପବ୍ୟବହାର ମହିଳାଙ୍କ!-->…
Read More...
Read More...
ଅଯୋଗ୍ୟ ଘୋଷିତ ହେଲେ ଇମ୍ରାନ,ଲଢ଼ି ପାରିବେନି ନିର୍ବାଚନ
ପାକିସ୍ତାନ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଉପହାର ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ କମିଶନ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏକ ନିଷ୍ପତ୍ତିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଅଯୋଗ୍ୟ!-->…
Read More...
Read More...
ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ରାଜ୍ୟ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଲାଗୁ
ପଞ୍ଜାବ; ଦୀପାବଳି ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମାନଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏବେ ପୁରୁଣା ଫର୍ମୁଲାରେ ପେନସନ୍ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା!-->…
Read More...
Read More...
ରାଜ୍ୟ ରୁ ଫେରିଗଲା ମୌସୁମୀ ବାୟୁ
ବାଂଲାଦେଶ - ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ବାତ୍ୟା ଯିବ !ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ରେ ସମାନ୍ତରାଳ ଭାବେ ଗତି କରିବ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶ ରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ବର; ଗତ କାଲି ଉତ୍ତର ଆଣ୍ଡମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ!-->!-->!-->…
Read More...
Read More...
ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା
ନୂଆଦିଲ୍ଲୀ; ପୁଣି ବିଶ୍ବକୁ ଚିନ୍ତାରେ ପକାଇଲା ମହାମାରୀ କରୋନା । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେବେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ XBBକୁ ନେଇ ଚିନ୍ତା ପ୍ରକଟ!-->…
Read More...
Read More...
ସେନା ହେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ
ଅରୁଣାଚଳ ପ୍ରଦେଶ; ଅରୁଣାଚଳ ପ୍ରଦେଶରେ ଘଟିଲା ଏକ ବଡ ଦୁର୍ଘଟଣା । ପୁଣି ଏକ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ‘ରୁଦ୍ର’ କ୍ରାଶ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ!-->!-->!-->…
Read More...
Read More...
ରକ୍ତ ପ୍ଲେଟଲେଟ ବଦଳରେ ସାଲାଇନରେ ଫଳ ରସ, ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
ଲକ୍ଷ୍ନୌ; ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରକ୍ତ ପ୍ଲେଟଲେଟ ବଦଳରେ ସାଲାଇନରେ ଫଳ ରସ ଦିଆଯାଇଥିବାରୁ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି।ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପ୍ରାରମ୍ଭିକ ତଦନ୍ତ!-->…
Read More...
Read More...
ନେପାଳୀ ସନ୍ନ୍ୟାସିନୀ ଛଦ୍ମବେଶୀ ଚୀନା ମହିଳା ଗିରଫ
ନୂଆଦିଲ୍ଲୀ: ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି।
ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ!-->!-->!-->…
Read More...
Read More...