Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ବଢିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନରେ କାରରେ ଭୟଙ୍କର ବିସ୍ଫୋରଣ
ୠଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗୋଟେ ପଟେ କୌଣସି ଆକ୍ରମଣ ହେବ ନାହିଁ ବୋଲି ଦାବି କରାଯାଉଛି, କିନ୍ତୁ ସ୍ଥିତି ଏହାର ଓଲଟା ଦେଖିବାକୁ ମିଳିଛି । ।ଶୁକ୍ରବାର ପୂର୍ବ ୟୁକ୍ରେନରେ ଏକ ଗାଡିରେ ଜୋରଦାର ବିସ୍ପୋରଣ ହୋଇଛି । ଏହି ଘଟଣା ପୂର୍ବ ୟୁକ୍ରେନର ଡୋନେଷ୍ଟକ ସହରରେ!-->…
Read More...
Read More...
ମୁଁ ସୁସ୍ଥ ଅଛି
ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ!-->…
Read More...
Read More...
‘ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ’
ପୂର୍ବତନ ଆପ ନେତା କୁମାର ବିଶ୍ୱାସ ଖିଲିସ୍ତାନ ଆତଙ୍କବାଦୀ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯୋଡିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କୁମାର ବିଶ୍ୱାସଙ୍କୁ କଟାକ୍ଷ କରି କହିଛନ୍ତି, ମୁ ସମ୍ଭବତଃ ଗୋଟିଏ ଭଲ ଆତଙ୍କବାଦୀ । ଯିଏ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ!-->…
Read More...
Read More...
କାଲି ପୁରୀ ଆସିବେ ରାଷ୍ଟ୍ରପତି, ମହାପ୍ରଭୁଙ୍କୁ କରିବେ ଦର୍ଶନ
ଆସନ୍ତାକାଲି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ!-->…
Read More...
Read More...
ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ
ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ!-->…
Read More...
Read More...
ଭାରତର ନିଷ୍ପତ୍ତିରେ ଚିହିଁକି ଉଠିଲା ଚୀନ
ଭାରତ ସୋମବାର ଚୀନର ୫୪ ଆପକୁ ବ୍ୟାନ କରିଦେଇଛି । କୁହାଯାଉଛି ଏଥିରେ ପୂର୍ବରୁ ବ୍ୟାନ କରାଯାଇଥିବା କିଛି ପୁରୁଣା ଚୀନ ଆପ ଥିଲା ଯାହାକୁ ଭାରତରେ ରିଲଜ କରାଯାଇଥିଲା । ଏବଂ ଯୁଜର୍ସଙ୍କ ଅଜାଣତରେ ଡାଟା ଚୀନକୁ ପଠାଯାଉଥିଲା ।ତେବେ ଭାରତ ସରକାର ଏହି ଆପ ବ୍ୟାନ ପରେ ଚୀନର ପ୍ରମୁଖ ସମ୍ବାଦପତ୍ର!-->…
Read More...
Read More...
ବିବାଦ ଭିତରେ କୋଟିଆରେ ପଡୁଛି ଭୋଟ
ବିବାଦ ଭିତରେ କୋଟିଆରେ ପଡୁଛି ପଞ୍ଚାୟତ ଭୋଟ । କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାର ଆନ୍ଧ୍ରର ଷଡଯନ୍ତ୍ର ଭିତରେ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ମତଦାନ ଆରମ୍ଭ ହୋଇଥିବାରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରିଛି ଓଡିଶା ପ୍ରଶାସନ । ମାଟି ଆଗ!-->…
Read More...
Read More...
ପଞ୍ଚାୟତ ଲଢେଇ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଡୁଛି ଭୋଟ୍
ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି । ଦିନ ଗୋଟାଏ ଯାଏଁ ଭୋଟ ଗ୍ରହଣ ଚାଲିବ। ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୫୧୪ ପଞ୍ଚାୟତର ୨୦ ହଜାର ୪୩୫ ବୁଥରେ ଭୋଟ ଦେଇ!-->…
Read More...
Read More...