Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ହାରିବା ଭୟରେ ରକ୍ତମୁଖା ହେଉଛି ବିଜେପି: ସସ୍ମିତ
ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନୀ ହିଂସାକୁ ନେଇ ବିଜେପି ବିଜେଡି ଉପରେ ବର୍ଷିବା ପରେ କାଉଣ୍ଟର ଆଟାକ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ହିଂସା ପଛରେ ବିଜେପିର ହାତ ଅଛି । ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ସସ୍ମିତ!-->…
Read More...
Read More...
ଲାଞ୍ଚ ଟଙ୍କାରେ କୋଟିପତି ସରକାରୀ ଡାକ୍ତର
ସରକାରୀ ଡାକ୍ତରଙ୍କ କୋଟି କୋଟି ସମ୍ପତ୍ତି। ଡାକ୍ତରଙ୍କ ଘରୁ ନଗଦ ଜବତ ହୋଇଥିଲା କୋଟିଏ ୧୨ ଲକ୍ଷ ଟଙ୍କା । ଯାହା ଓଡିଶା ଭିଜିଲାନ୍ସରେ ସର୍ବାଧିକ ନଗଦ ଜବତ ଟଙ୍କା । ଭିଜିଲାନ୍ସ ଅଧିକାରୀମାନେ ପୁଳା ପୁଳା ଟଙ୍କା ଦେଖି ତାଜୁବ ହୋଇଯାଇଥିବା ବେଳେ ଆଜି ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରି!-->…
Read More...
Read More...
ବିଜେଡ଼ି କରିଛି ନିର୍ବାଚନୀ ହିଂସା: ବିଜେପି
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ଅଞ୍ଚଳରୁ ହିଂସାର ଖବର ଆସିଥିଲା । ବୁଥରେ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେଣି ତ ଆଉ କେଉଁଠି ଠେଙ୍ଗାରେ ପିଟାପିଟି ହେଲେଣି । କଣାସରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ ଘଟଣା ପାଇଁ!-->…
Read More...
Read More...
ସାମ୍ବାଦିକଙ୍କୁ ମାଡ଼ ମାରି ବନ୍ଧା ହେଲେ
ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁରୀ କଣାସରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ!-->…
Read More...
Read More...
ଦେଶରେ ସାମାନ୍ୟ ବଢିଲା ସଂକ୍ରମଣ
ଦେଶରେ ଆଜି ସାମାନ୍ୟ ବଢିଲା ସଂକ୍ରମଣ । ଦିନକରେ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘ ।ରେ ୩୦ ହଜାର ୭୫୭ ନୂଆ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୨.୪୫% । ସେହିପରି ଦିନକରେ ୫୪୧ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ବେଳେ ୬୭,୫୩୮ ଜଣ ସୁ୍ସ୍ଥ ହୋଇଛନ୍ତି ।!-->…
Read More...
Read More...
ମୃତ୍ୟୁର କୂଅ
ବିବାହ ପାଇଁ ଚାଲିଥିଲା ଆୟୋଜନ । ହସଖୁସିରେ ଫାଟିପଡୁଥିଲା ଘର । ସମ୍ପକୀୟଙ୍କ ଓ ଗାଁ ଲୋକଙ୍କର ମଧ୍ୟ ଘରେ ଭିଡ ଜମିଥିଲା । କିନ୍ତୁ ଖୁସିର ମାହୋଲ ଭିତରେ ଖେଳିଗଲା ଦୁଃଖର କଳାବାଦଲ । ହଠାତ ସବୁକିଛି ଛାରଖାର ହୋଇଗଲା । ଉତ୍ତରପ୍ରଦେଶ କୁଶିନଗରରୁ ଆସିଛି ଏଭଳି ଏକ ଘଟଣା ଯାହା ଶୁଣିଲେ!-->…
Read More...
Read More...