Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଜେଲରୁ ଫେରିବ ପୁଅ
ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍!-->…
Read More...
Read More...
ମିଳିଲା ଜାମିନ..‘ମନ୍ନତ’ ଫେରିବେ ଆର୍ୟନ
ଜେଲରୁ ମୁକୁଳିବେ ବଲିଉଡ଼ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ୨୫ ଦିନ ପରେ ଏବେ ‘ମନ୍ନତ’ ଫେରିବେ ଆର୍ୟନ । ଲଗାତର ତିନି ଦିନ ଧରି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସାଙ୍ଗ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ!-->…
Read More...
Read More...
ଚୀନ୍ ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା..
ଚୀନର ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣକୁ ନେଇ ଚିନ୍ତାରେ ଆମେରିକା । ନିକଟରେ ବ୍ରିଟିଶ ଖବରକାଗଜ ‘ଫାଇନାନ୍ସସିଆଲ ଟାଇମ୍ସ’ରେ ଏକ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଦୁଇ ମାସ ପୂର୍ବରୁ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହି!-->…
Read More...
Read More...
କନ୍ଦାଇଲାଣି ତୈଳ ଦର ବୃଦ୍ଧି..
ତୈଳଦର ବୃଦ୍ଧିରୁ ନିସ୍ତାର ମିଳନି । ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ୨୧ ଥର ବଢିଲାଣି ପେଟ୍ରୋଲ ଦର । ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ନୂଆ ରେକର୍ଡ କରୁଛି । ଯାହାକୁ ନେଇ!-->…
Read More...
Read More...
ସେନାର ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ
ଜମ୍ମୁ କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ମାନେ ସେନା ଓ ପୁଲିସଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ମାନେ ପାଲଟା ଆକ୍ରମଣ କରିଥିଲେ । ବାରମୂଳା ଚେରଦାରୀରେ ଏହି ଘଟଣା ଘଟିଛି ।
ଏନକାଉଣ୍ଟରରେ ନିହତ ଆତଙ୍କବାଦୀକୁ!-->!-->!-->…
Read More...
Read More...
ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା!
ବିବାହ କରିବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା ଓ ଭିକି କୌଶଲଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଡିସେମ୍ବରରେ ବାହା ହେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ରୋକା ସମାରୋହ ହୋଇଥିବା ନେଇ ଶୁଣିବାକୁ!-->…
Read More...
Read More...
ଫେସବୁକ,ଇନଷ୍ଟାଗ୍ରାମ ହଟାଇ କମାଇଲେ ଓଜନ!
ଲଣ୍ଡନରେ ରହୁଥିବା ୩୩ ବର୍ଷୀୟା ମହିଳା ବ୍ରେଣ୍ଡା ଫିନ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରୁ ଦୂରରେ ରହି ସେ ନିଜର ଓଜନ ହ୍ରାସ କରିଛନ୍ତି । ବ୍ରେଣ୍ଡା ଗୋଟିଏ ବର୍ଷରେ ୩୦ କିଲୋ ଓଜନ କମ କରିଥିବା କହିଛନ୍ତି । ଆଉ ଓଜନ କମ କରିବାର ଯାତ୍ରା ନେଇ ସେ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି ।!-->…
Read More...
Read More...
କ୍ରୁଜ ଯାଇ ପସ୍ତଉଛି!
ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିବାରେ ଲାଗିଛି । ଗତ ଦୁଇ ଦିନ ହେବ ଲଗାତର ଶୁଣାଣି ପରେ ବି ଜାମିନ ମିଳିପାରୁନି ଆର୍ୟନଙ୍କୁ । ଆଜି ଅପରାହ୍ନରେ ଆର୍ୟନଙ୍କ ଜାମିନ ଆବେଦନ ପରେ ଶୁଣାଣୀ ହେବ । ତେବେ ଆଜି ଆଉ ଆସନ୍ତାକାଲି ମାମଲାର ନିଷ୍ପତ୍ତି!-->…
Read More...
Read More...
କ୍ୟାପଟେନ ଗଢିବେ ନୂଆ ଦଳ
ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ଘୋଷଣା କରିବେ । ଦଳର ଚିହ୍ନ ମଧ୍ୟ ଖୁବ ଶୀଘ୍ର ସ୍ଥିର ହେବ । ନୂଆ!-->…
Read More...
Read More...
ଟ୍ରୋଲ ପରେ ସାମିଙ୍କ ସପକ୍ଷରେ ଭାରତ
ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶ୍ୱକପ ଇତହାସରେ ପ୍ରଥମ ଥର ପାଇଁ ଭାରତ ପଡୋଶୀ ଦେଶଠୁ ହାରିବା ପରେ ପେସ ବୋଲର ମହମ୍ମଦ ସାମିଙ୍କୁ ଟ୍ରୋଲ ହେବାକୁ ପଡିଛି । ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ!-->…
Read More...
Read More...