Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ଅଗଷ୍ଟ ପହିଲାରେ ‘ନିଟ୍’
ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଏନ୍ଟିଏ ଶୁକ୍ରବାରଘୋଷଣା କରିଛି। ପ୍ରତ୍ୟେକ୍ଷ ଭାବେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏଥର ଇଂରାଜି ସମେତ ୧୧ଟି ଭାଷାରେ ଏହି ପରୀକ୍ଷା କରାଯିବ।
ସରକାର ପୂର୍ବରୁ!-->!-->!-->…
Read More...
Read More...
ସୁରକ୍ଷିତ ରକ୍ତ ପରୀକ୍ଷା: ଆଗରେ ସମ୍
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି- ନାଟ୍ ବ୍ଲଡ୍ ସ୍କ୍ରିନିଂ!-->…
Read More...
Read More...
କହ୍ନେୟାଙ୍କ ରାସ୍ତାରେ ଆୟେଶ
ସିପିଏମ୍ ପ୍ରାର୍ଥୀ ହେବେ, ଜାମୁରିଆ ବିଧାନସଭା ଆସନରୁ ଲଢ଼ିବେଜେଏନ୍ୟୁ କ୍ୟାମ୍ପସରୁ ସିଧା ଯିବେ ପଶ୍ଚିମବଙ୍ଗ ବିଧାନସଭା ମଇଦାନ
ନୂଆଦିଲ୍ଲା: କହ୍ନେୟା କୁମାରଙ୍କ ପରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ) କ୍ୟାମ୍ପସରୁ ଆଉ ଜଣେ ପ୍ରତ୍ୟେକ୍ଷ ନିର୍ବାଚନକୁ ଢଳିଛନ୍ତି।!-->!-->!-->…
Read More...
Read More...
କଣ ହେଇଛି ମମତା ଦିଦିଙ୍କର?
ସବୁ ଦଳର ନେତାଙ୍କ ପ୍ରତିକ୍ରିୟା, ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା
କୋଲକାତା: ବୁଧବାର ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଡାହାଣ କାନ୍ଧ, ବାହୁ ଏବଂ ବେକରେ ମଧ୍ୟ ଆଘାତ ଲାଗିଥିବା!-->!-->!-->…
Read More...
Read More...
ଓଡ଼ିଶା ବିଜେପିକୁ ସମୀର ନେଉଛନ୍ତି କୁଆଡ଼େ?
ସବୁ ଜିଲ୍ଲାରେ ସକ୍ରିୟ ହୋଇପାରୁନି ଦଳ, ଅଧା ନେତା ନିଷ୍କ୍ରିୟପ୍ରସଙ୍ଗ ଯେଭଳି ଅବୁଝା, କାର୍ଯ୍ୟକ୍ରମ ସେମିତି ଅଧପନ୍ତରିଆମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ, ତଥାପି ହେଜୁନାହାନ୍ତିକର୍ମୀଙ୍କୁ ଅସ୍ପଷ୍ଟ ସଙ୍କେତ ଗଲେ, ସ୍ପଷ୍ଟ ମତ ମିଳିବା କାଠିକର ପାଠ
ଭୁବନେଶ୍ବର: ଗତବର୍ଷ!-->!-->!-->!-->!-->…
Read More...
Read More...
କାହିଁକି ନବୀନଙ୍କୁ ଟକ୍କର ଦେଇପାରୁନାହାନ୍ତି ଧର୍ମେନ୍ଦ୍ର?
ଆସନ୍ତାକାଲି ଅନ୍ତର୍ଜାତିକ ମହିଳା ଦିବସ: ନବୀନଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ମହିଳାମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିପାରୁନି ବିଜେପି, ଠୋସ୍ ରଣନୀତି ବି ନାହିଁଅପରାଜିତା ଫେଲ:, ନିଜ ପତିଆରା ବଢାଉଛନ୍ତି , ବିଜେପି କାମରେ ଆସୁନାହାନ୍ତିମୋଦୀଙ୍କ ଠାର ଦେଖି ନବୀନ ଦେଲେଣି ହୁଂକାର,!-->…
Read More...
Read More...
ଏବେ ଘର ପାଖେ ସବୁ ସୁବିଧା
ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଅନ୍ ଲାଇନ୍ ପୋର୍ଟାଲଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର, ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ:!-->…
Read More...
Read More...
ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?
ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତାବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି
ଭୁବନେଶ୍ବର:!-->!-->!-->…
Read More...
Read More...
ନୟାଗଡ଼ ସାହିତ୍ୟ ଉତ୍ସବରେ ଏକାଠି ହେଲେ ୫୦୦ ଲେଖକ
ଦଶପଲ୍ଲା, ୭/୨: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।!-->!-->!-->…
Read More...
Read More...
ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ
ଭୁବନେଶ୍ବର: ଗତବର୍ଷ ମେ' ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍ଏଚ୍ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ!-->…
Read More...
Read More...