Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ପୂଜା ପାଇଁ କୋଭିଡ୍ ନିୟମ କଡ଼ାକଡି ନିର୍ଦେଶ
ରାଜ୍ୟରେ କୋଭିଡ୍ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଲାଅଧିକ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ, ଶୂନ୍ୟ ସହନଶୀଳ ନୀତିକୋଭିଡ ଯୋଦ୍ଧା ଓ ପରିବାରକୁ ଦଶହରା ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ!-->!-->!-->…
Read More...
Read More...
କେନ୍ଦ୍ରକୁ କୃଷି ଝଟ୍କା; ଆଗରେ ପଞ୍ଜାବ, ଓଡ଼ିଶା କଣ କରିବ?
ନିଜସ୍ବ କୃଷି ବିଲ୍ ବିଧାନସଭାରେ ଅନୁମୋଦନ ଲାଭ କଲାକେନ୍ଦ୍ର ଆଇନ ବିରୋଧରେ ସଂକଳ୍ପ ପାରିିତ କଲେ ସରକାରଏମ୍ଏସପିକୁ ନିଶ୍ଚିତ କରାଗଲା, କମରେ କିଣିଲେ ୩ବର୍ଷଜେଲ୍କେବଳ ଧାନ ଓ ଗହମ କ୍ଷେତ୍ରରେ ଲାଗୁ ହେବ, ଅନ୍ୟ ୨୧ଟିରେ ନୁହେଁ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ!-->!-->!-->…
Read More...
Read More...
୫ଦିନ ପାଇଁ ବର୍ଷା ଆଣି ଆସୁଛି ଲଘୁଚାପ
୪୮ ଘଣ୍ଟାରେ ବଙ୍ଗୋପସାଗରରେ ଅବପାତ, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ!-->!-->!-->…
Read More...
Read More...
ଆରବରେ ଝଟକିଲେ ଉର୍ବଶୀ
ସୋ ଷ୍ଟପର ଭାବେ ଚାଲିବାରେ ପ୍ରଥମ ବଲିଉଡ୍ ତାରକା
ନୂଆଦିଲ୍ଲୀ: ଆରବ ଫ୍ୟାସନ ସପ୍ତାହରେ ସୋ ଷ୍ଟପର୍ ଭାବରେ ରାମ୍ପ ଚାଲିବାରେ ଉର୍ବଶୀ ରାଉତେଲା ଏବେ ବଲିଉଡର ପ୍ରଥମ ଭାରତୀୟ ତାରକା। ଅଭିନେତ୍ରୀ ଉର୍ବଶୀ ରାଉତେଲା ଜଣେ ଫ୍ୟାସନ୍ ଆଇକନ୍ ଭାବରେ ଜଣାଶୁଣା। ତାଙ୍କ ଦ୍ୱାରା!-->!-->!-->…
Read More...
Read More...
ପୁଣି ମାତିଲେ ମାଓବାଦୀ
ମାଲକାନଗିରି ଜିଲ୍ଲା ଯୋଡାମ୍ବରେ ମାଓ ହିଂସାକାଣ୍ଡଜଣଙ୍କର ଗଳାକାଟି ହତ୍ୟା କଲେ , ୨ଜଣଙ୍କୁ ନିସ୍ତୁକ ମାଡ଼ପୁଲିସ ଇନଫର୍ମର ସନ୍ଦେହରେ ଏପରି କାଣ୍ଡ ଭିଆଇଲେପୂର୍ବରୁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଜବତ କରିଥିଲା ବିଏସ୍ଏଫ୍
ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ!-->!-->!-->…
Read More...
Read More...
ଜେଏସପିଏଲର ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ
ହାଇ-ଏକ୍ସଲ ଲୋଡ଼ ଆପ୍ଲିକେସନ ଏବଂ ହାଇ-ସ୍ପିଡ୍ ଟ୍ରେନ ପାଇଁ ୬୦ଇ୧ ୧୧୭୫ (ଏଚଟି) ଗ୍ରେଡ଼ ରେଳକୁ ମଞ୍ଜୁରୀ ଜେଏସପିଏଲର ୧୦୮୦ ଏଚଏଚ ଏବଂ ୮୮୦ ଗ୍ରେଡ଼ ରେଳକୁ ପୂର୍ବରୁ ଅନୁମୋଦନ ମିଳିଥିଲା ବିଭିନ୍ନ ମେଟ୍ରୋ ରେଳ କର୍ପୋରେସନ ଏବଂ ହାଇ-ସ୍ପିଡ୍ କରିଡ଼ରକୁ ଜେଏସପିଏଲ ୧୦୮୦ ଏଚଏଚ ରେଳ ଯୋଗାଉଛି
!-->!-->…
Read More...
Read More...
କରୋନା ଯାଇନି, ଲଢ଼େଇ ସରିନି: ମୋଦୀ
ନୂଆଦିଲ୍ଲୀ: ଦେଶରେ ପୂଜାର ମାହୋଲ। ବଜାରରେ ଭିଡ। ଅନେକ ରାଜ୍ଯରେ ନିର୍ବାଚନ ସରଗରମ। ଏଭଳି ପରିବେଶକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତା ପ୍ରକାଶ କରିବା ସହିତ ସତର୍କ କରାଇବା ଉଦ୍ଦେଶ୍ୟରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।
ମୋଦୀ କହିଛନ୍ତି, କୋରୋନା!-->!-->!-->…
Read More...
Read More...
ଅମାନିଆଙ୍କୁ ସତର୍କ କରାଇଲେ ନବୀନ; କଣ କହିଲେ ଶୁଣନ୍ତୁ
ଭୁବନେଶ୍ବର:
ପୂଜା ଓ ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା
ସହିତ କୋଭିଡ୍ ପାଇଁ କଣ କରିବାକୁ ହେବ, ସେ ନେଇ ସତର୍କ କରାଇ ଦେଇଛନ୍ତି। ଓନାମ୍ ଓ ୟୁରୋପୀୟ ଦେଶର
ଉଦାହରଣ ଦେଇ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ କମିବା କାରଣରୁ ଆତ୍ମସନ୍ତୋଷ!-->…
Read More...
Read More...