Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Browsing Category
TOP STORIES
ପଦ୍ମ ସମ୍ମାନ ତାଲିକାରେ ସୋଆର ପୂର୍ବତନ କୁଳପତି
ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି।
ଭୁବନେଶ୍ବର!-->!-->!-->…
Read More...
Read More...
ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୩୦ରୁ ଉର୍ଦ୍ଧ୍ବ ଆହତ
ଚନ୍ଦନପୁର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା। ବାଲି ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ‘ମୋ ବସ୍’। ପରେ ପରେ ‘ମୋ ବସ୍’ ପଛରେ ଆସୁଥିବା ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମଧ୍ୟ ମୋ ବସ୍କୁ ଧକ୍କା ଦେଇଛି। ଏହି ସିରିଜ!-->…
Read More...
Read More...
ଓଡ଼ିଶାର ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର
ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ!-->…
Read More...
Read More...
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ; କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର-୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବରୁ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ ଥିବା ପଦ୍ମ ପୁରସ୍କାର ତିନୋଟି ବର୍ଗ(ପଦ୍ମ ବିଭୂଷଣ,!-->…
Read More...
Read More...
ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ହିଁ ଭାରତୀୟ ସଭ୍ୟତା: ରାଷ୍ଟ୍ରପତି
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ଏହାକୁ ଗୁରୁତ୍ୱ ଦେଇ ଏଥର ର୍ବିସା!-->…
Read More...
Read More...
ସାମ୍ପୁଲ୍ ଟେଷ୍ଟରେ ଫେଲ୍ ହେଲା ୧୩୫ଟି ଔଷଧ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଡିସେମ୍ବରରେ ନିଆଯାଇଥିବା ଔଷଧ ନମୁନାର ଫଳାଫଳ ପ୍ରକାଶ କରିଛି। ଏହି ଫଳାଫଳ ମୁତାବକ, ଔଷଧର ଗୁଣବତ୍ତା ୧୩୫ରୁ ଅଧିକ ପାରାମିଟରରେ ଅବୈଧ ବୋଲି ଜଣାପଡିଛି। ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଛି। ସେମାନଙ୍କ ମଧ୍ୟରେ!-->…
Read More...
Read More...
ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି
ଭୁବନେଶ୍ବର: ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି। ଆଜି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିବା ବେଳେ ପୁଣି ୬୦ ଦିନ ନିଲମ୍ବନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।ସୂଚନା ଅନୁସାରେ, ରାଜେଶ!-->…
Read More...
Read More...
ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ
କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢ଼ିଲା ଅଡୁଆ। ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଏହି ଘଟଣାକୁ ନେଇ ରାଜ୍ୟସରକାରଙ୍କୁ ଜବାବା ତଲବ ମଧ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ। ୪ ସପ୍ତାହ ମଧ୍ୟରେ ରାଜ୍ୟ!-->…
Read More...
Read More...
ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁରସ୍କାର
ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ସୁପରିଟେଣ୍ଡଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ସାହସିକତା ପାଇଁ ୬ ଜଣଙ୍କୁ ମିଳିବ!-->…
Read More...
Read More...
ସଂସଦୀୟ କମିଟି ବୈଠକରେ ହଟ୍ଟଗୋଳ ପାଇଁ ୧୦ ଏମ୍ପି ନିଲମ୍ବିତ
ନୂଆଦିଲ୍ଲୀ; ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ। ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ।ବୈଠକ ପୂର୍ବରୁ!-->…
Read More...
Read More...