Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା
Browsing Category
TOP STORIES
ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲ୍ରୁ ଅଧିକ ରୁପା ଅଳଙ୍କାର
ସମ୍ବଲପୁର: ଗଞ୍ଜେଇ ଖୋଜୁ ଖୋଜୁ କାର୍ର ସିକ୍ରେଟ୍ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍ରୁ ଅଧିକ ରୁପା ଅଳଙ୍କାର। ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ। ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି ।!-->…
Read More...
Read More...
ସଲମାନ୍ଙ୍କୁ ମିଳିଲା ୱାଇ ପ୍ଲସ୍ ସିକ୍ୟୁରିଟି
ମୁମ୍ବାଇ: ବଢିଲା ଭାଇଜାନ୍ଙ୍କ ସୁରକ୍ଷା ବ୍ୟବସ୍ଥା। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ଙ୍କୁ ୱାଇ ପ୍ଲସ୍ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା!-->…
Read More...
Read More...
ପାଣ୍ଡିଆନ ଥିବାଯାଏଁ ଓଡ଼ିଶାରେ ବିଜେଡି, ସରକାରକୁ ଆସିବ ନାହିଁ
ଭୁବନେଶ୍ବର: ବିଜେଡି ପରାଜୟକୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି । ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ଓଡ଼ିଶାରେ ବିଜେଡି ସରକାରକୁ ଆସିବ ନାହିଁ। “ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ପାଣ୍ଡିଆନ!-->…
Read More...
Read More...
ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଦକ୍ଷିଣ ବଙ୍ଗୋପସାଗର ରେ ସକ୍ରିୟ ରହିଛି ସଦୃଶ ଲଘୁଚାପ କ୍ଷେତ୍ର
ଭୁବନେଶ୍ବର: ଆଜି ସମଗ୍ର ଦେଶ ରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। କ୍ରମଶଃ ଉତ୍ତର ପୂର୍ବ ମୌସୁମୀ ବାୟୁ ଦେଶ ର ଦକ୍ଷିଣ ପୂର୍ବ ଭୂଖଣ୍ଡ ରେ ପ୍ରଭାବ ବିସ୍ତାର କରିବ। ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ!-->!-->!-->…
Read More...
Read More...
ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ
ନ୍ୟୁଜ୍ ବ୍ୟୁରୋ: ଓଡ଼ିଆ ୟୁଜର୍ସମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ । ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ!-->…
Read More...
Read More...
କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି
ନୂଆପଡ଼ା: ଖେଳ ସରିବାକୁ ଅଢ଼େଇ ମିନିଟ୍ ଥିଲା। ହେଲେ ତା’ ପୂର୍ବରୁ କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲାରେ। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ ହେଲେ କବାଡି କୋର୍ଟରେ ଖେଳିଗଲା ଶୋକର ଛାୟା ।ନୂଆପଡା ଜିଲ୍ଲା କୋମନା ବ୍ଲକ!-->…
Read More...
Read More...
ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଓମାର ଅବଦୁଲ୍ଲା
ଜମ୍ମୁ-କଶ୍ମୀର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଓମାର ଅବଦୁଲ୍ଲା। ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ୧୬ ଅକ୍ଟୋବରରେ ଶପଥ ଗ୍ରହଣ କରିବେ। ଲେଫ୍ଟନାଣ୍ଟ ଗଭର୍ନର ଓମାରଙ୍କୁ ଦେଇଥିବା ଚିଠିରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି। ଲେଫ୍ଟନାଣ୍ଟ!-->…
Read More...
Read More...
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ -୨ର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର, ଅକ୍ଟୋବର ୧୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫୁଲନଖରା ସ୍ଥିତ ଦ୍ୱିତୀୟ ମେଡିକାଲ କଲେଜ - ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ୍ ୨)- ର ପ୍ରଥମ ବ୍ୟାଚ୍ ୧୫୦ ଜଣ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ସୋମବାର!-->…
Read More...
Read More...
ମୁମ୍ବାଇରେ ଟୋଲ ଫି ହେଲା ମାଗଣା
ମହାରାଷ୍ଟ୍ର: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ ବୁଥରେ ଲାଇଟ ମୋଟର ଯାନ ପାଇଁ ଟୋଲ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏହି ନିୟମ ସୋମବାର ରାତି ୧୨!-->…
Read More...
Read More...
ଏଥର ଦୀପାବଳୀରେ ଫୁଟିବନି ବାଣ
ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର। ଏଥର ବି ଦୀପାବଳୀରେ ଫୁଟିବନି ବାଣ। ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି। ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା!-->…
Read More...
Read More...