ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ
Browsing Category

TOP STORIES

ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ

ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା
Read More...

ଓଡିଶାରେ କାହିିଁକି କମୁନି ସଂକ୍ରମଣ?

୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛିଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି।
Read More...

ବଦଳିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ

ଭୁବନେଶ୍ବର: ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବରୁ ପ୍ରମୁଖ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୯୫ ମସିହା ବ୍ୟାଚ୍‌ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଏହି ବିଭାଗ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ
Read More...

ଶନିବାର କରନ୍ତୁ ଶିରୁଳି ମହାବୀରଙ୍କ ବିରଳ ଦର୍ଶନ

ମନୋଜବଂ ମାରୁତତୁଲ୍ୟବେଗମ୍, ଜିତେନ୍ଦ୍ରିୟଂ ବୁଦ୍ଧିମତା ବରିଷ୍ଠମ୍।ବାତାତ୍ମଜଂ ବାନରୟୁଥମୁଖଂ, ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ।। ଶିରୁଳି ମହାବୀରଙ୍କ ବିରଳ ଫଟୋ: ଅନେକ ଦଶନ୍ଧି ତଳେ ପୁରୀ ଜିଲ୍ଲା ଶିରୁଳି ଠାରେ ଥିବା ମହାବୀରଙ୍କ ନବ କଳେବର ପରବର୍ତ୍ତୀ ସମୟରେ ଏ ଚିତ୍ର ଉତ୍ତୋଳନ
Read More...

ଧୀରେ ଧୀରେ ବଢିଲାଣି ଟିକା ଚାପ

ଭୁବନେଶ୍ବର: ଟିକା ଅଭାବକୁ ନେଇ ମଧ୍ୟପ୍ରଦେଶ ଛିନ୍ଦଓ୍ବାଡାରେ ଲୋକଙ୍କ ଭିତରେ ଆଜି ଦଳାଟକଟା ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ କିନ୍ତୁ ଦେଖାଦେଇଥିବା ଟିକା ଅଭାବ ଆଜି ସାମୟିକ ଭାବେ ଦୂର ହୋଇଛି। ଏକାଥରକେ ଓଡ଼ିଶାରେ ୯ଲକ୍ଷ ୪୩ ହଦାର ୯୩୦ କୋଭିସିଲ୍‌ଡ ଟିକା ପହଞ୍ଚିଛି। ଗୁରୁବର
Read More...

ମାନବିକତା କ’ଣ ମରିଗଲା?

ଭୁବନେଶ୍ବର: ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ମେଡିକାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ତାଙ୍କ ସ୍ତ୍ରୀ ସହ ତିନି ଜଣ ମହିଳା ମେଡିକାଲ ରୁ ଟେକି ଟେକି ନେଇ ଆମ୍ବୁଲାନ୍ସରେ ରଖିଛନ୍ତି। ମେଡିକାଲରେ ଥିବା ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଆରମ୍ଭ କରି
Read More...

ବାପିଙ୍କ ଜୀବନକୁ ହସ ଫେରିଲା

ଭୁବନେଶ୍ବର: ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ (ବାପି) ରାୟଙ୍କର ହାତ ଗଣ୍ଠି ପଡ଼ିଛି। କୋଭିଡ୍ କଟକଣା ଭିତରେ ଚିଲିକା ସ୍ବସ୍ତି ରିସର୍ଟରେ ସେ ତଦାସା (ଲିକି)ଙ୍କର ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବାପି ଓ ଲିକି। ପାଖରେ ଠିଆ ହୋଇଛି କୁନି
Read More...

ଭିକାରିଙ୍କୁ ଏବେ ରାଜଧାନୀ ମନା

ଭୁବନେଶ୍ୱର: ମଲ୍ ହେଉ କି ମନ୍ଦିର। କୌଣସି ଛକ କି ବସ୍‌ ରହଣୀ ସ୍ଥଳ। ସବୁଠି ବୁଲୁଥିଲେ ମାଳ ମାଳ ଭିକାରି। କେଇ ସେକେଣ୍ଡ ପାଇଁ ଗାଡି ଅଟକିଗଲେ, କାଚ ଠକ୍ ଠକ୍ କରି ଭିକ ମାଗୁଥିଲେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ। କଅଁଳ ବୟସରେ ବହି ବସ୍ତାନୀ ଧରିବା
Read More...

ମାଟ୍ରିକ୍ ପରୀକ୍ଷାରେ କେଉଁ ବିଷୟ ପଡ଼ିବ, ମନ୍ତ୍ରୀ କହିଲେ

ଭୁବନେଶ୍ବର: କମ ମାର୍କ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଦେଇପାରିବେ ଅଫଲାଇନ ମାଟ୍ରିକ୍‌ ପରୀକ୍ଷା । ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି କହିଛନ୍ତି
Read More...

ଏଥର କେଉଁମାନେ ଦେଖିପାରିବେ ରଥଯାତ୍ରା, ଜାଣନ୍ତୁ

ପୁରୀ: ଆସନ୍ତା ୧୨ ତାରିଖ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କୋଭିଡ କଟକଣା ଭିତରେ ବିନା ଭକ୍ତରେ ଚଳିତ ବର୍ଷ ଅନୁଷ୍ଠିତ ହେବ ରଥଯାତ୍ରା । ତେବେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଛି କିଛି ନୂଆ ନିୟମାବଳୀ । ରଥଯାତ୍ରା ସମୟରେ ପୁରୀରେ ବାହାର ଭକ୍ତ ଓ ପର୍ଯ୍ୟଟକଙ୍କ
Read More...