Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ
Browsing Category
TOP STORIES
୭ ସୂତ୍ରୀ ପରାମର୍ଶ ଦେଲେ ନବୀନ
କୋଭିଡ୍ ସମୀକ୍ଷା ବୈଠକରେ ତୃତୀୟ ଲହର ଚିନ୍ତା ଆସିଲାରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ ପରିବାରଙ୍କୁ ଟିକା ଦେବାକୁ ନିର୍ଦେଶ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ!-->!-->!-->…
Read More...
Read More...
୧୬ ଜିଲ୍ଲାକୁ କୋଭିଡ୍ ପରୀକ୍ଷା ପାଇଁ ୨୦ କୋଟି
ଭୁବନେଶ୍ବର: ରାଜ୍ୟର ୧୬ଟି ଜିଲ୍ଲାରେ ଆର୍ଟିପିସିଆର୍ ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ।
ଏହାକୁ!-->!-->!-->…
Read More...
Read More...
ପୁଣି ମାନବିକତା ଦେଖାଇଲେ ନବୀନ
ଭୁବନେଶ୍ୱର: କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ ।
ଏହାର ଭଡ଼ା ବାବଦ ଦେୟ!-->!-->!-->…
Read More...
Read More...
ଆଁ ମେଲାଇ ମାଡ଼ିଆସୁଛି ; ପଶିବା ନା ଖସିବା
ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼ ଆଦି ରାଜ୍ୟ ସ୍ଥିତି ଭୟଙ୍କରଅମ୍ଳଜାନର ମିଳୁନି, ଶଯ୍ୟା, ଟିକା, ଔଷଧ ସବୁଥିରେ ଅଭାବ ବିଗାଡ଼ିଲାଣି ସ୍ଥିତିଓଡ଼ିଶାରେ ବିପଜ୍ଜନକ ଭାବେ ବଢ଼ୁଛି, ବେଳକୁ ସାବଧାନ ନହେଲେ ଭୟଙ୍କର ହେବ
ନୂଆଦିଲ୍ଲୀ: କେଉଁଠି ଅକ୍ସିଜେନ୍ ନାହିଁ ତ ଆଉ!-->!-->!-->…
Read More...
Read More...
ବିଜେପିରେ ଧର୍ମେନ୍ଦ୍ରଙ୍କ ପାଇଁ କଣ୍ଟା କିଏ?
ଭୁବନେଶ୍ବର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ରାଜ୍ଯ ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ, ଭିନ୍ନ ଦୃଷ୍ଟିରୁ ଚର୍ଚ୍ଚାକୁ ଆସିଛି। ବିଜେଡି ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କରିଥିବା ଟ୍ବିଟ୍ର ଜବାବ ଦେବା ବେଳେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ତଥା!-->!-->!-->…
Read More...
Read More...
ଆଇପିଏସ୍ ଅଦଳବଦଳ, କିଏ କେଉଁଠିକୁ ଯିବେ
ଏସ୍ପି, ଡିଆଇଜି, ଆଇଜି, ଏଡିଜିସ୍ତରରେ ହେବ ବ୍ୟାପକ ପରିବର୍ତ୍ତନନୁଆ ଟିମ୍ ପାଇଁ ଅଭୟଙ୍କ ତାଲିକା ପ୍ରସ୍ତୁତ, ନବୀନଙ୍କ ମୋହର ପରେ ବିଜ୍ଞପ୍ତି
ଭୁବନେଶ୍ବର: ଆଇପିଏସ୍ ଅଫିସର ଆଶିଷ ସିଂହ ଅବକାରୀ କମିସନର ନିଯୁକ୍ତି ହେବା ପରେ କା'ରେ ଚାଲିଛି କେନ୍ଦ୍ରାଞ୍ଚଳ ରେଂଜ। ଏସ୍ଟିଏଫ୍!-->!-->!-->!-->!-->…
Read More...
Read More...
ଭର୍ତ୍ତୃହରି କଣ ସଙ୍କେତ ଦେବାକୁ ଚାହିଁଲେ
ଭୁବନେ୍ଶ୍ବର: ନୂଆଦିଲ୍ଲୀରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ନିଜ ବାପା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ!-->!-->!-->…
Read More...
Read More...
ବିଜେଡି ଉପରେ କାହିଁକି ରାଗିଲା ବିଜେପି?
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ରାଜ୍ୟ ସରକାର ନେଉଛନ୍ତି। ଟଙ୍କିକିଆ ଚାଉଳ କ୍ଷେତ୍ରରେ ରାଜ୍ୟ ବିଜେପିର ଏଭଳି ଅଭିଯୋଗ ଢେର୍ କିଛି ବର୍ଷ ହେଲା ଶୁଣାଯାଉଛି। କିନ୍ତୁ ଏସବୁ ସେହି ତମ୍ବିତୋଫାନ, ରାଜନୈତିକ ଭାଷଣ ବାଜିରେ ସୀମିତ ରହିଛି। ଠିକ୍ ସେମିତି ଘର (ପ୍ରଧାନମନ୍ତ୍ରୀ!-->…
Read More...
Read More...
ମାଡ଼ି ଆସୁଛି ତାତି; ଏସବୁ ଜିଲ୍ଲାକୁ ୪ଟା ଯାଏ ଘରୁ ବାହାରିବା ମନା
ଭୁବନେଶ୍ବର: ରାଜ୍ୟରେ ଭୀଷଣ ଅଂଶୁଘାତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କଟକଣା ଜାରି କରିଛନ୍ତି। ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ୨୧ଟି ଜିଲ୍ଲାର ଲୋକଙ୍କୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବା ଲାଗି ନିର୍ଦେଶ ଦିଆଯାଇଛି। ମଙ୍ଗଳବାର ଓଡ଼ିଶାର ବାରିପଦା!-->…
Read More...
Read More...
କଟକରେ ଛାପ ଛାଡ଼ିଲେ ନବୀନ
ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀକ୍ୟାଣ୍ଟନମେଣ୍ଟ ରୋଡରେ ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି,ବେଲ ଭ୍ୟୁ ଛକରେ ମହାତ୍ମା ଗାନ୍ଧୀଙ୍କ ମ୍ୟୁରାଲ ପ୍ରତିମୂର୍ତ୍ତି ଉନ୍ମୋଚିତମହାତ୍ମାଗାନ୍ଧୀ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୃଢ ସମର୍ଥକ ଥିଲେ:!-->…
Read More...
Read More...