ଓଡ଼ିଶା ପାଣିପାଗ ବଦଳୁଛି: କିଏ ପ୍ରଭାବୀ ବିଜୁ ନା ନବୀନ ଅନୁଗତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ଡାକ୍ତର ଦାମୋଦର ରାଉତ ଗତକାଲି ବିଜେପି ଛାଡିବା ସହିତ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯିବା ଘୋଷଣା ରାଜ୍ୟ ରାଜନୀତି ପାଇଁ ଭିନ୍ନ କାରଣରୁ ଗୁରୁତ୍ୱ ରଖୁଛି । ପାଟକୁରା ଆସନରେ ବିଜୟ ମହାପାତ୍ରଙ୍କ ପରାଜୟ ଓ ଡାକ୍ତର ଦାମୋଦର…
Read More...

ରାଉରକେଲାରେ ଭତ୍ତା ଟଙ୍କା ଲୁଟ, କୋଣାର୍କରେ ଆଇଆଇସିଙ୍କୁ ସେଲ୍‍ଫି ମହଙ୍ଗା

ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ…
Read More...

ତିନି ଆଡୁ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ

ଜିଲ୍ଲାପାଳଙ୍କୁ ନୋଟିସ, ସିଡିଏମ୍‍ଓ ନିଲମ୍ୱିତଏବେ ଧରାପଡିଲା ଜିଲ୍ଲାସ୍ତରୀୟ ସ୍ଥାଣୁତାପଶ୍ଚିମ, କେନ୍ଦ୍ର ଓ ଉପକୂଳ ଓଡ଼ିଶାରେ କମ୍ପନ ଭୁବନେଶ୍ୱର: ସାଙ୍ଗରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତଙ୍କୁ ଧରି ସୁନ୍ଦରଗଡ…
Read More...

ଘାରିଲାଣି ପାଣ୍ଡିଆନ୍‍ ଭୟ

ଭୁବନେଶ୍ୱର:୯ତାରିଖରୁ ଜିଲ୍ଲା ଗସ୍ତରେ ବାହାରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କାର୍ତ୍ତିିକେୟନ ପାଣ୍ଡିଆନ୍‍ଙ୍କ ଜିଲ୍ଲା ଗସ୍ତ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କଲାଣି । ଜିଲ୍ଲାପାଳଙ୍କ ଠାରୁ ଅାରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଛାନିଅା ହୋଇପଡିଛନ୍ତି ।…
Read More...

ମାଲକାନଗିରିରୁ ତନାଘନା ଆରମ୍ଭ କଲେ ପାଣ୍ଡିଆନ୍‍

ଭୁବନେଶ୍ୱର: ଦୁର୍ଗାପୂଜା ପ୍ରକ୍ରିୟା ସରିନାହିଁ । ରାଜଧାନୀ ଭୁବନେଶ୍ୱର, କଟକ ଆଦି ଅଞ୍ଚଳରେ ଦେବୀଙ୍କ ଭସାଣୀ କାର୍ଯ୍ୟ ସମାହିତ ହେଉଛି । ଏପଟେ କିନ୍ତୁ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‍ ଅଫିସର ଭି କାର୍ତିକେୟନ ପାଣ୍ଡିଆନ୍‍ ତନାଘନା ଆରମ୍ଭ କରିଦେଲେଣି ।…
Read More...

ଏବେ ଆଇଏଏସ୍‍ଙ୍କ ପାଇଁ ବିପଦ ବଢିଲା

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‍ସ ନୀତି ଆପଣାଇଥିବା ରାଜ୍ୟ ସରକାର ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ମୁଣ୍ଡ ଖୋଜିବା ଆରମ୍ଭ କରିଛନ୍ତି । ପ୍ରଥମ ଦଫାରେ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଖାସ୍ତ…
Read More...

କିଏ ତୁଲାଇବ ବିରୋଧୀ ଭୂମିକା?

ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।…
Read More...

ଅନୁଭବଙ୍କ ଟ୍ୱିଟ୍‍ ନୂଆ ମୋଡ଼ ନେଲାଣି, କେମିତି ଜାଣନ୍ତୁ

ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ…
Read More...

ଇମ୍ରାନ ମିଛୁଆ, ଘୃଣ୍ୟ

ଜାତିସଂଘରେ ବିଶ୍ୱକୁ ଚମକାଇଲେ ଭାରତର ବୈଦେଶିକ ସଚିବ ବିଦିଶାପାକିସ୍ତାନର ୫୦ ମିନିଟ୍‍ର ଭାଷଣର ଜବାବ ମିଳିଲା ୫ ମିନିଟରେବିନାଶକାରୀ ପରମାଣୁ ଆକ୍ରମଣର ଧମକ ଅସ୍ଥିରତାକୁ ପ୍ରଦର୍ଶନ କରୁଛି ରାଜନୈତିକ କୁଶଳତା ନୁହେଁ ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ଆଜି…
Read More...

୫ଟି ତନାଘନା: ବ୍ୟବସ୍ଥା ନ ସୁଧାରିଲେ ବିପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ…
Read More...