ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଚୀନରେ କରୋନା ସ୍ଥିତି ସଙ୍ଗୀନ, ସାଂଘାଇରେ ପୁଣି ଫେରିଲା ଲକଡାଉନ

ମହାମାରୀ କରୋନାର ପ୍ରକୋପ ଏବେ ବି କମିନାହିଁ । କରୋନା ସଂକ୍ରମଣ ପୁଣି ଥରେ ଚୀନରେ ଚିନ୍ତା ବଢାଇଦେଇଛି । ଚୀନର ସାଂଘାଇରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠୁ ବଡ଼ ସହର ସାଂଘାଇରେ ପୁଣି ଥରେ ଲକଡାଉନ ଫେରିଛି । ସାଂଘାଇର ପୁଡୋଙ୍ଗ ଓ ଆଖପାଖ ଅଂଚଳରେ ସୋମବାରରୁ ଶୁକ୍ରବାର ଯାଏ…
Read More...

ବିଜେଡି କବଳରେ ଅମଲାତନ୍ତ୍ର: ପୃଥ୍ୱୀରାଜ

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନରେ ସଫଳତା ପରେ ରାଜ୍ୟର ବରିଷ୍ଠ ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ମୁଖିଆଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଏହା ଚାଟୁକାରିତାକୁ ଆଙ୍ଗୁଳି ନିର୍ଦ୍ଦେଶ…
Read More...

ଉପରମୁହାଁ ତେଲ ଦର, ୭ ଦିନରେ ୬ ଥର ବଢିଲାଣି

ରାତି ପାହିଲେ ବଦଳୁଛି ତେଲ ଦର । ୭ ଦିନରେ ୬ ଥର ବଢିଲାଣି ତେଲ ଦର । । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ଟଙ୍କା…
Read More...

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି

ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଭାରତ ବନ୍ଦ ଥିବାରୁ ପେଟ୍ରୋଲ ପମ୍ପରେ…
Read More...

ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?

ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ସକାଳୁ…
Read More...

ବ୍ରହ୍ମପୁରରେ ନିର୍ବାଚନୀ ହିଂସା, ରାତି ଅଧରେ ଘର ଉପରୁ ଟେକା ପଥର ମାଡ଼

ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଗଞ୍ଜାମ ଗୋଷାଣୀ ନୂଆ ଗାଁ ଅନ୍ତର୍ଗତ ବ୍ରିଟ କଲୋନୀରେ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଟେକା ପଥର ମାଡ଼…
Read More...

ୟୁକ୍ରେନର ଶରଣାର୍ଥୀଙ୍କୁ ଦେଖି ଭାବୁକ ହେଲେ ବାଇଡେନ, ଋଷକୁ ଦେଲେ ଚେତାବନୀ

ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ବାଇଡେନ ପୋଲାଣ୍ଡରେ ଶରଣାର୍ଥୀଙ୍କୁ ଭେଟିବା ପରେ ନିଜର ୩୦ ମିନିଟ ଭାଷଣରେ ଋଷ ଉପରେ ବର୍ଷିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ, ୟୁକ୍ରେନ…
Read More...

ହଟିଲା କଟକଣା, ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ହଟିଲା କଟକଣା । ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା ସ୍ରଂକମଣ କମିବା ପରେ ସମସ୍ତ ପ୍ରତିବନ୍ଧକ ହଟାଇ କେନ୍ଦ୍ର ସରକାର ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତିା ୨୦୨୦ ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ…
Read More...

ତେଲ ଦରରେ ନିଆଁ, ୬ ଦିନରେ ବଢିଲାଣି ୫ ଥର

ରାତି ପାହିଲେ ବଦଳୁଛି ତେଳ ଦର । ୬ ଦିନରେ ୫ ଥର ବଢିଲାଣି ପେଟ୍ରୋଲ ଓଡିଜେଲ । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ପଇସା ବୃଦ୍ଧି ପାଇଛି । ଯାହା ଖାଉଟିଙ୍କୁ ବାଧୁଛି। ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଉପରମୁହାଁ ହୋଇଛି ତେଲ ଦର। ୨୨…
Read More...

ପୌର ଫଇସଲା: କିଏ ଜିତିଲା କେଉଁଠି?

ଆସିଛି ପୌର ଫଳାଫଳ । ଗାଁରେ ପରେ ସହରରେ ବି ହୋଇଛି ଶଙ୍ଖନାଦ । ସହରର କୋଣ ଅନୁକୋଣରେ ଶଙ୍ଖ ବାଜିଛି । ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଛି । ୧୦୬ ପୌରାଧ୍ୟକ୍ଷ ଆସନରୁ ବିଜେଡି ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୬ଟି ଆସନରେ ବିଜେପି ବିଜୟୀ ହୋଇଛି । ସେହିପରି…
Read More...