ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଆସିଲା ମେୟର ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ, କଟକରେ କଡ଼ା ଟକ୍କର

ସକାଳୁ ପୌର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ଆଗୁଆ ରହିଛି । ରାଉଣ୍ଡ ପରେ ରାଉଣ୍ଡ ଗଣା ଚାଲିଛି । ତେବେ ୩ ମହାନଗର ନିଗମରେ ମିଏ ହେବେ ମେୟର ତା ଉପରେ ସମସ୍ତଙ୍କ ନଜର ରହିଛି । କଟକ ମହାନଗର ନିଗମରେ କଡା ଟକ୍କର ଦେଖିବାକୁ ମିଳିଛି । ଘଡିକେ ଘୋଡା ଛୁଟୁଛି । କଟକରେ କଂଗ୍ରେସ ଓ ବିଜେଡି…
Read More...

ପୌର ଫଇସଲା: ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି। ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଆସିଛି ଟ୍ରେଣ୍ଡ ପରେ ଟ୍ରେଣ୍ଡ । ରାଜ୍ୟର ଅଧିକାଂଶ ଏନଏସି,ପୌରାଞ୍ଚଳରେ ବିଜେଡି ଆଗରେ ରହିଛି । ବିରୋଧୀ ବହୁ ପଛରେ ପଡିଯାଇଛନ୍ତି । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଛି ।…
Read More...

୩୧ ଦିନରେ ଧ୍ୱଂସବିଧ୍ୱସ୍ତ ହୋଇଗଲା ଖାରକିଭ୍‌, ଖାଦ୍ୟ,ପାଣି ପାଇଁ ଡହଳବିକଳ ଲୋକ

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ୩୧ ଦିନରୁ ଜାରି ରହିଛି । ଋଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ୟୁକ୍ରେନର ବହୁ ସହର ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଅଧିକାରୀଙ୍କ ତରଫର ଦାବି କରାଯାଇଛି ଯେ, ଋଷ ସେନା ନିକଟରେ ମାରିୟୁପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ…
Read More...

କିଏ ହେବେ ମେୟର ?ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ

ଆଜି ଆସିବ ପୌର ଫଳାଫଳ । ତିନି ମହାନଗର ନିଗମ ଭୁବନେଶ୍ୱର,କଟକ,ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ପାଇଁ ମହିଳା ମେୟର । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ।…
Read More...

ପୁଣି ବଢିଲା ତୈଳ ଦର, ୫ ଦିନରେ ୩ଟଙ୍କା ୨୦ ପଇସା ବୃଦ୍ଧି

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ…
Read More...

ଆଜି ପୌର ଫଇସଲା

ଆଜି ପୌର ଫଇସଲା । ସକାଳ ୮ରୁ ଚାଲିଛି ଭୋଟ ଗଣତି । ଫଳାଫଳ ଆସିବା ପରେ ଜଣାପଡିବ କାହାକୁ ନେତା ବାଛିଛନ୍ତି ସହରୀ ଭୋଟର । ପ ।ୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକ ତରଫା ଭୋଟ ଦେଇଥିବା ବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି , ତାହା ଆଜି ଜଣାପଡିବ । ସେହିପରି ଭୁବନେଶ୍ୱର ମହାନଗର ନିଗମ…
Read More...

ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ

ଗୁଳି ଫୁଟି ଚାଲିଗଲା ଥାନା ବାବୁଙ୍କ ଜୀବନ । ଘରେ ରିଭଲଭର ସଫା କରୁଥିବା ସମୟରେ ଗୁଳିଫୁଟି ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଦେବ କୁମାର ଗମାଙ୍ଗ ନିଜ ରିଭଲଭର ସଫା କରୁଥିଲେ । ଏହି…
Read More...

ଆଜି ୟୁକ୍ରେନ ସୀମାନ୍ତ ପୋଲାଣ୍ଡ ପହଞ୍ଚିବେ ବାଇଡେନ୍‌

ୟୁକ୍ରେନ-ଋଷ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ । କାରଣ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ପହଞ୍ଚିବେ । ଏହି ଗସ୍ତର ଗୁରୁତ୍ୱ ଅନେକ ରହିଛି । କାରଣ ପୋଲାଣ୍ଡ ସୀମା ନେଇ ୟୁକ୍ରେନକୁ ସହାୟତା ପହଞ୍ଚୁ ଥିବାରୁ ଋଷ ଟାର୍ଗେଟରେ ପୋଲାଣ୍ଡ ରହିଛି । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ…
Read More...

ପୁଣି ବଢିଲା ତୈଳ ଦର, ୪ ଦିନରେ ତୃତୀୟ ଥର ପାଇଁ ବୃଦ୍ଧି

ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର…
Read More...

ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଯୋଗୀଙ୍କ ଶପଥ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଟା ବେଳେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ନେତା…
Read More...