ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ

ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Read More...

ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା

ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
Read More...

‘ହକି’କୁ ହାଇଜାକ୍ କରିନେଲେ ନବୀନ

ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି
Read More...

ଆଉ ୧୦ବର୍ଷ ହକି ଦାୟିତ୍ବ ନେଲା ଓଡ଼ିଶା

ଉଭୟ ପୁରୁଷ ଏବଂ ମହିଳା ଟିମ୍କୁ ସମ୍ବର୍ଧିତ କଲେ ଓଡ଼ିଶା ସରକାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଦେଶକୁ ଗୌରବ ଫେରିବନବୀନଙ୍କ ପ୍ରଶଂସାରେ ସବୁ ଖେଳାଳି ଓ ହକି ଆସୋସିଏସନ୍ ଶତମୁଖ ଭୁବନେଶ୍ବର: ଭାରତୀୟ ହକି ଦଳ ଓଡ଼ିଶା ଆଉ ୧୦ ବର୍ଷ ପ୍ରାୟୋଜକ ଭାବେ କାର୍ଯ୍ୟ କରିବ।
Read More...

ଓଡିଶା ଭଲପାଇବା ଆଉ କେଉଁଠି ନାହିଁ…

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଲେ ଭାରତୀୟ ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଦଳ ସାମ୍ବାଦିକ ସମ୍ମିଳନୀରେ ଖେଳ ସମୟର ନିଜର ଅନୁଭୂତି ବଖାଣିଛନ୍ତି । ଏହା ସହ ସାମ୍ବାଦିକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେବା ସହ ଓଡିଶାରୁ ସେମାନଙ୍କୁ ମିଳୁଥିବା ଭଲ
Read More...

ଜୀବନ ପାଇଁ ଭିଡ଼…

କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ
Read More...

ନିଜ ପାଇଁ ବି ଏକାଠି ହୋଇପାରୁନାହାନ୍ତି ପଶ୍ଚିମ ଓଡ଼ିଶା ନେତା

ଭୁବନେଶ୍ବର: ଆରମ୍ଭ (୧୯୯୯ ଜୁଲାଇ)ରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା ଆଜିର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ଅନେକ ନେତା
Read More...

ଆଫଗାନ୍କୁ ଦୋଷ ଦେଲେ, ତାଲିବାନଙ୍କୁ ଧମକାଇଲେ ବାଇଡେନ୍

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଭଳି ସ୍ଥିତି ପାଇଁ ଆଫଗାନୀ ନେତାଙ୍କୁ ଦାୟୀ କରିଛନ୍ତି ବାଇଡେନ। ଦେଶବାସୀଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତି
Read More...

ବକ୍ସ ଅଫିସରେ ଧମାଲ କରିବ ‘ବେଲବଟମ୍‌’!

ମହାମାରୀ କରୋନା ପାଇଁ ଦେଶର ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ସିନେମା ବା ମନୋରଂଜନ ମଧ୍ୟ ଏଥିରୁ ବାଦ ପଡିନଥିଲା। ସିନେମା ସୁଟିଂ ପାଇଁ ଅନୁମତି ନଥିବା ବେଳେ ସିନେମା ହଲଗୁଡିକ ମଧ୍ୟ ବନ୍ଦ ରହିଥିଲା । ଯାହା ଫଳରେ ନୂଆ ସିନେମା ରିଲିଜ ହୋଇପାରୁନଥିଲା। ଏବେ ସିନେ ପ୍ରେମୀଙ୍କ
Read More...

ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶାବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ
Read More...