ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର
ଟିକରପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର। ଗୋଟିଏ ପରିବାରରେ ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା!-->…
Read More...
Read More...