ଉତ୍ତର ପ୍ରଦେଶରେ ଭୟଙ୍କର ଡଙ୍ଗାବୁଡି ଦୁର୍ଘଟଣା, ୨ ମୃତ
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବହରାଇଚରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଜୌଲି ଥାନାର କଟାର୍ନିଆଘାଟର ଟ୍ରାନ୍ସ-ଗେରୁଆ ଜଙ୍ଗଲରେ ନିକଟରେ ନଦୀରେ ଯାତ୍ରୀଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର!-->…
Read More...
Read More...