ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ତିର୍ତ୍ତୋଲ ଉପରେ ବିଜେପି ଆଖି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଆସନ ଜିତିବା ଗୁରୁତ୍ବପୂର୍ଣ୍ଣଶାରଦା ପ୍ରଧାନଙ୍କୁ ଲଗାଇ ଗୋଟିଚାଳ​ନା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ରକଂଗ୍ରେସ ଛାଡ଼ିଲେ ରାଜକିଶୋର, ବିଜେପି ପ୍ରାର୍ଥୀ କରିବା ସମ୍ଭାବନାବିଜେଡି ଓ କଂଗ୍ରେସରେ ବିଭାଜନ ଲାଗି ସମରସଜ୍ଜା ହୋଇଛି …
Read More...

ଲୋକଙ୍କ ଆର୍ଥିକ ସୁରକ୍ଷା ଚିନ୍ତା କଲେ ନବୀନ

ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତଦାରଖ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହର ଏକ ଲକ୍ଷ ଆରୋଗ୍ୟ ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ…
Read More...

୨୪ ଘଣ୍ଟାରେ ରାଜନୀତି ପଲଟିଲା

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେଇଥିଲା ବିଜେଡିଓଡ଼ିଆ ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ କଲେ ଧର୍ମେନ୍ଦ୍ର, ନିଶଙ୍କଙ୍କୁ ଚିଠି ଲେଖିଲେ ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନର ୨୪ ଘଣ୍ଟା ବିତିନି, କେନ୍ଦ୍ର…
Read More...

ମୌସୁମୀ ଅଧିବେଶନ ୮ ଦିନ

ଭୁବନେଶ୍ବର: ନା ପ୍ରଶ୍ନକାଳ ରହିବ ନା ଶୂନ୍ୟକାଳ। ଗାନ୍ଧୀଜୟନ୍ତୀକୁ ଛାଡିଦେଲେ ଆଉ କୌଣସି କାର୍ଯ୍ୟଦିବସରେ ବନ୍ଦ ରହିବ ନାହିଁ ବିଧାନସଭା।ଏମିତି ଭାବେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟପାଳ ସମନ ଜାରି…
Read More...

କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍‌ ମୁତୟନ

ଅଧିକ ଆଇସିୟୁ ବେଡ ସହିତ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଆସନ୍ତା ସପ୍ତାହ ମଧ୍ୟରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ…
Read More...

ବିଜେଡି ପାଇଁ ଆଗକୁ ଆସୁଛି ବିପଦ!

ବିହାରରେ ବିଜେପି ଗୋଟିଚାଳନା ପରେ ରାଜନୈତିକ ପଣ୍ଡିତ ଆରମ୍ଭ କଲେଣି ଅଙ୍କକଷାକଂଗ୍ରେସକୁ ରୋକିବାରେ ସଫଳ ହୋଇଥିବା ଆଞ୍ଚଳିକ ଦଳ ଉପରେ ଏବେ ବିଜେପିର ଆଖିବିଜେଡି, ତୃଣମୂଳ କଂଗ୍ରେସ, ଟିଡିପି, ଟିଆର୍‌ଏସ୍, ଏନ୍‌ସିପିରେ କେବେ ବି ଧସେଇ ପଶିପାରେସରକାରରେ କ୍ଷମତାଶାଳୀ ଗୋଷ୍ଠୀ ଦୈନନ୍ଦିନ…
Read More...

ବିଜେପି ଭାବୁଛି ଅଧିକ, କରୁଛି କମ୍

ଭୁବନେଶ୍ବର:ଗତ ମେ' ୨୩ ତାରିଖରୁ ରାଜ୍ୟ ବିଜେପି ଚରିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ସେପ୍ଚେମ୍ବର ୫ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ପୂରା ସଜବାଜ ଆରମ୍ଭ କରିଦେଇଛି। ନେତାମାନଙ୍କ…
Read More...

ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଞ୍ଜାମର ୭ମୃତ

ଶ୍ରମିକଙ୍କୁ ନେଇ ସୁରଟ ଯାଉଥିଲା, ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ବହୁ ଶ୍ରମିକ ଗୁରୁତର, ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ରାୟପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସୁରଟ ଅଭିଯୋଗେ…
Read More...

ମହେନ୍ଦ୍ରଗିରି ବିକାଶ ପାଇଁ ଅଣ୍ଟାଭିଡିଲେ ଧର୍ମେନ୍ଦ୍ର

ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି…
Read More...

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତିବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର…
Read More...