ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବା ସହ ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସଏଚ୍‌ଏମ୍‌) ପକ୍ଷରୁ ବୁଧବାର ଏକ ୫-ଦିନିଆ ପଖାଳ ଉତ୍ସବ ଆରମ୍ଭ ହୋଇଛି।
Read More...

ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ; ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସାରା ଓଡ଼ିଶାରେ ଉତ୍ସାହ ଓ ଉଲ୍ଲାସର ମାହୋଲ ଦେଖିବାକୁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିନକୁ ଉଦ୍ୟାପନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ
Read More...

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଅଧିବେଶନ ଚାଲିଥିଲା। ପ୍ରାୟ ୪ ଘଣ୍ଟା ଧରି ଚର୍ଚ୍ଚା ପରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ବ୍ୟୟ ମଞ୍ଜୁରୀ ବିଲ୍ ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର

ଭୁବନେଶ୍ବର: ଏବେ ଭିସା ସେବା ପାଇଁ ଓଡ଼ିଶାବାସୀଙ୍କୁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଯିବାକୁ ପଡିବ ନାହିଁ। ଭୁବନେଶ୍ୱରରେ ଏହି ସୁବିଧା ଆରମ୍ଭ ହେବାରୁ ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବରମୁଣ୍ଡା ଅଞ୍ଚଳର ବିଏସଏବିଟି
Read More...

କେରଳ ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର ଜାରି

କେରଳ: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ଘୋଷଣାପତ୍ର ଜାରି କରିଛି। ରାଜ୍ୟରେ ପ୍ରଭାବ ବିସ୍ତାର କରିବାକୁ ଦଳ ପକ୍ଷରୁ ଭିତ୍ତିଭୂମି ସଂରଚନା ଓ କଳ୍ୟାଣମୂଳକ ଯୋଜନାର ସମନ୍ୱିତ ରୂପରେଖା ପ୍ରସ୍ତୁତ କରାଯାଇଛି। ଏପ୍ରିଲ ୯ରେ ୧୪୦ଟି ବିଧାନସଭା ଆସନ
Read More...

ନାଳନ୍ଦା ଶୀତଳା ମାତା ମନ୍ଦିରରେ ଦଳାଚକଟା, ୮ ମୃତ୍ୟୁ

ବିହାର: ନାଳନ୍ଦା ଜିଲ୍ଲାର ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିର ରେ ମଙ୍ଗଳବାର ଭୟାବହ ଦଳାଚକଟା ଘଟଣା ଘଟିଛି। ଏହି ଅଘଟଣରେ ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ପ୍ରଶାସନିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ
Read More...

ବିଏମ୍‌ସି ମୁମ୍ବାଇର ପ୍ରଥମ ମହିଳା ଆୟୁକ୍ତ ଅଶ୍ୱିନୀ ଭିଡେ

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ଭିଡେଙ୍କୁ ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମ୍‌ସି)ର ନୂତନ ଆୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି। ଏହା ସହ ସେ ଏହି ପଦବୀରେ ଅସୀନ ହେବାକୁ ପ୍ରଥମ ମହିଳା ଭାବେ ଇତିହାସ ସୃଷ୍ଟି କରିଛନ୍ତି।ଅବସରଗ୍ରହଣ କରିଥିବା ଭୂଷଣ
Read More...

ଗ୍ୟାସ ଅଭାବ ସତ୍ତ୍ୱେ ବନ୍ଦ ହେବନି ‘ଆହାର କେନ୍ଦ୍ର’

ଭୁବନେଶ୍ବର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ରନ୍ଧନ ଗ୍ୟାସ ଅଭାବ ଗଭୀର ହେଉଥିବା ସହ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ରୋଷେଇ କରିବା ଦୁର୍ଲଭ ହୋଇପଡ଼ିଛି। ଏଭଳି ସମୟରେ ଗରିବ ଓ ନିରାଶ୍ରୟ ଲୋକଙ୍କ ପାଇଁ ଭରସା ହୋଇଥିବା ଆହାର ଯୋଜନା କେନ୍ଦ୍ରଗୁଡ଼ିକ ବନ୍ଦ ହେବା ନେଇ
Read More...

ଏପ୍ରିଲ ୧ରୁ ଟୋଲ୍ ପ୍ଲାଜାରେ ଡିଜିଟାଲ୍ ଦେୟ ପ୍ରଦାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଏପ୍ରିଲ ୧ ତାରିଖରୁ ନଗଦ ଦେୟ ପ୍ରଦାନ ପ୍ରଣାଳୀ ବନ୍ଦ ହେବାକୁ ଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୦୦ ଶତାଂଶ ଡିଜିଟାଲ୍ ଦେୟ ପ୍ରଦାନ ବ୍ୟବସ୍ଥା ଲାଗୁ କରାଯିବ। ନୂତନ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟୋଲ୍ ଶୁଳ୍କ କେବଳ
Read More...

ବକେୟା କର ନ ଦେବାରୁ ହାଇଦ୍ରାବାଦରେ ଜୟଲଳିତାଙ୍କ ଘରକୁ ସିଲ୍

ହାଇଦ୍ରାବାଦ: ପୂର୍ବତନ ତାମିଳନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ନାମରେ ଥିବା ହାଇଦ୍ରାବାଦର ଏକ ଘରକୁ ବକେୟା ପ୍ରୋପର୍ଟି କର ଅଦାୟ ନହେବାରୁ ମଙ୍ଗଳବାର ନଗର ନିଗମ କର୍ତ୍ତୃପକ୍ଷ ସିଲ୍ କରିଛନ୍ତି। ଗ୍ରେଟର ହାଇଦ୍ରାବାଦ ନଗର ନିଗମ (ଜିଏଚଏମସି) ଅଧିକାରୀମାନେ ଯୁସୁଫଗୁଡା ଅଞ୍ଚଳର
Read More...