ଆଖି ବୁଜିଲା ‘ପ୍ରେମା’
ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ ‘ପ୍ରେମା’ । ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ଆଜି ୬୭ ବର୍ଷ ବୟସରେ ଆଖି ବୁଜିଛି। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ!-->…
Read More...
Read More...