ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ବିଜେଡିରେ ପିଢି ବଦଳିଗଲା

ଯୁବ ଓ ଛାତ୍ର ସଂଗଠନରେ ଅରୁଣ ଓ ସଞ୍ଜୟଙ୍କର ଦବଦବା କମିଲାବବି ଦାସ ଏବେ ସବୁଠି ସର୍ବେସର୍ବା, ବାପି ଓ ଜିତୁଙ୍କୁ ନେଇ ଆଗକୁ ବଢିଲେଯାଜପୁର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନେତା ଚୟନ ପ୍ରକ୍ରିୟା ଏବେ ଶେଷସ୍ତରରେ…
Read More...

କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ

ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି। ଦେଶରେ…
Read More...

ପରଲୋକରେ ପ୍ରଣବ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ପ୍ରଣବ ଗୁରୁତର ଅସୁସ୍ଥ ଥିଲେ ଓ ତାଙ୍କୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ପରିସ୍ଥିତିର ସମୀକ୍ଷା, ସହାୟତା ଘୋଷଣା କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଏବଂ ନିୟମାନୁଯାୟୀ ଅନ୍ୟ ସହାୟତା ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟାଦୁର୍ଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…
Read More...

ଅପାରଗ ଓ ଦୁର୍ନୀତିଗ୍ରସ୍ତଙ୍କୁ ଲାଗିବ ମୋଦୀ ଚାବୁକ

ନୂଆଦିଲ୍ଲୀ: ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚିହ୍ନଟ କର। ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ସରକାରରେ ୩୦ବର୍ଷ କାର୍ଯ୍ୟ ପୂରଣ କରିଥିବା କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ କେନ୍ଦ୍ର ସମସ୍ତ ବିଭାଗକୁ ନିର୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଓଡ଼ିଶାରେ କରୋନା ଲକ୍ଷେ ଟପିଲା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି। ଆଜି ୩୦୧୪ ଜଣଙ୍କ ଠାରେ କରୋନା ଠାବ ପରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୩୪ ଛୁଇଁଛି। ପାଖାପାଖି ୧୭ଲକ୍ଷ ୩୧ ହଜାର ୫୫୬ଟି ନମୁନା ପରୀକ୍ଷଣରୁ ଏତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଲେଖା ହେବା…
Read More...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ

ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳଅଧିକରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି:ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି…
Read More...

ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ

ମହାମାରୀ ଲଢେଇରେ ଆତ୍ମସନ୍ତୋଷ ସବୁଠାରୁ ବଡ ଶତ୍ରୁ ସବୁବେଳେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ…
Read More...

ବୈତରଣୀରେ ବନ୍ୟା, ବୁଢାବଳଙ୍ଗ ଫୁଲୁଛି

କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ୯ ଜିଲ୍ଲାରେ ହାରାହାରି ବୃଷ୍ଚିପାତ ୧୦୦ମିମି ଉପରେଆଜି ବ୍ରାହ୍ମଣୀ ଓ ମହାନଦୀ ଅବବାହିକାରେ ବର୍ଷା ଜାରି ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବଡ଼ ବର୍ଷା ଏବେ ବନ୍ୟା ସୃଷ୍ଟି କଲାଣି।…
Read More...

ଅମାନିଆଙ୍କ ଲାଗି କରୋନା ବେକାବୁ!

ଗୋଟିଏ ଦିନରେ ରେକର୍ଡ ୩୩୭୧ କରୋନା ସଂକ୍ରମିତଗୋଟିଏ ଦିନରେ ସର୍ବାଧିକ ୧୩ଜଣଙ୍କର ମୃତ୍ୟୁ ସୂଚନାଅଗଷ୍ଟ ମାସରେ ମୋଟ ସଂକ୍ରମିତ ଲକ୍ଷେ ଟପିପାରନ୍ତି୨୪ ଘଣ୍ଟାରେ ୬୩ହଜାର ୨୦୯ ନମୁନା ପରୀକ୍ଷା ହୋଇଥିଲା ଭୁବନେଶ୍ବର: ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ନୂଆ ରେକର୍ଡ…
Read More...