ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ , ରୋଗୀ ସହ ହେଲପରଙ୍କ ମୃତ୍ୟୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମହିଚଲା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ ରୋଗୀଙ୍କ ସହ ଗାଡ଼ି ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ରୋଗୀ ହେଲେ ହେଲେ କପୁର ମାଲ ଗାଁର ସୁମିତ୍ରା ଦୁର୍ଗା। ଖବର ପାଇ ଜୁନାଗଡ଼ ଥାନା ପୁଲିସ!-->…
Read More...
Read More...