ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ
ଭୁବନେଶ୍ବର: ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍ ମଧ୍ୟରେ ରବିବାର ହକି ବିଶ୍ବକପ୍ରେ କ୍ରସ୍ ଓଭର ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ ରେ ମାଲେସିଆକୁ ସ୍ପେନ୍ ପରାସ୍ତ କରିବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି।!-->…
Read More...
Read More...