ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୬ ଶ୍ରମିକ ମୃତ

ଗୁଜୁରାଟ: ଆଜି ସକାଳୁ ସୁରଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨୫ରୁ ଅଧିକ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ,
Read More...

ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ ।
Read More...

ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି

ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟାଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍ ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍
Read More...

ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତି, ଜମିବାଡ଼ିର ମାଲିକାନା ସ୍ୱତ୍ତ୍ବ ପରିବର୍ତ୍ତନ
Read More...

ଭାଇରସ ପଞ୍ଝାରେ ଜୀବନ

ପୁଣି ପଞ୍ଝା ମେଲାଉଛି କରୋନାରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍‌ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍‌ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ
Read More...

ସୁନା ଆମଦାନୀରେ ରେକର୍ଡ ଭାଙ୍ଗିଲା ଭାରତ

ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ୨୦୨୧ରେ ସୁନାରେ ବ୍ୟୟ ହୋଇଛି ୫୬ ବିଲିୟନ ଡଲାରସୁନା କିଣାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା । କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ହେଲେ
Read More...

ରାଜ୍ୟରେ କରୋନା ବିସ୍ଫୋରଣ

ଭୁବନେଶ୍ବର: ପୁଣି ମାଡ଼ିଆସିଲା ବିପଦ । ହୁ ହ ହୋଇ ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ପୁଣି ଥରେ ଦୈନିକ ସଂକ୍ରମଣ ହଜାରେ ଟପିଥିବାରୁ ଭୟଭୀତ ହୋଇଯାଇଛନ୍ତି ଲୋକେ । ରାଜ୍ୟରେ ଦୈନିକ ସଂକ୍ରମଣ
Read More...

ଦେଶରେ ଦିନକରେ ୫୮ ହଜାର ସଂକ୍ରମିତ

ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଗତ ୨୪ ଘ ।ରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢିବା ଆରମ୍ଭ ହୋଇଥିବା ବେଳେ ଆଜି ଏହା ୬୦ ହଜାର ପାଖାପାଖି ପହଁଞ୍ଚିଛି। ଦୈନିକ ପଜିଟିଭ
Read More...

ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କୀ

ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ
Read More...

ଡେଲଟା ଓ ଓମିକ୍ରନ ପରେ, ନୂଆ ପ୍ରଜାତି ‘ଆଇଏଚୟୁ’

‘ଡେଲଟା’ ଓ ଓମିକ୍ରନ ବିପଦ ବିଶ୍ୱରୁ ଟଳିନଥିବା ବେଳେ ଏବେ କରୋନାର ନୂଆ ପ୍ରଜାତି ‘ଆଇଏଚୟୁ’ ଚିହ୍ନଟ । ଫ୍ରାନ୍ସରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭ୍ୟାରିଆଣ୍ଟରେ ୧୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭ୍ୟାରିଆଣ୍ଟ ର ୪୬ଟି ମ୍ୟୁଟେସନ ରହିଛି । ଜିନୋମ ବ୍ୟବସ୍ଥା
Read More...