ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍‌

ଝାଡଖଣ୍ଡ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ବେଆଇନ ଖଣି ମାମଲାରେ ଆସନ୍ତାକାଲି ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ସମନ୍‌ରେ ଉଲ୍ଲେଖ ଅଛି ।
Read More...

ଆଜି ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ

ଆଡିଲେଡ; ଆଜି ଟି-୨୦ ୱାର୍ଲଡକପରେ ହାଇଭୋଲଟେଜ ମ୍ୟାଚ୍ । ଅଷ୍ଟ୍ରେଲିଆର ଆଡିଲେଡ ରେ ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ । ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳ ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି କରିବା ଲକ୍ଷ୍ୟରେ ରହିବେ।ଆଜିର ମ୍ୟାଚ୍‌ ଯେଉଁ ଦଳ ଜିତିବ ୬ ପଏଣ୍ଟ୍‌ ସହ ସେମିଫାଇନାଲ୍‌
Read More...

ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ

ସାକ୍ଷୀଗୋପାଳ; ଆଜି ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ଦୁଇ ବର୍ଷ ପରେ
Read More...

ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋର୍ବି; ଗୁଜରାଟ ମୋର୍ବିର ଝୁଲା ପୋଲ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୋରବୀ ସିଭିଲ ହସିପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ଏଥିସହ ଉଦ୍ଧାରକାରୀ ଦଳ, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭେଟି
Read More...

ସଲମାନ ଖାନଙ୍କୁ ମିଳିଲା ‘Y+’ ସୁରକ୍ଷା

ମୁମ୍ବାଇ; ବଢିଲା ବଲିଉଡର ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା । ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ । ତାଙ୍କୁ ବାରମ୍ବାର ଗ୍ୟାଙ୍ଗଷ୍ଟର ତରଫରୁ ଧମକ ମିଳୁଛି । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛି
Read More...

କେମିତି ରହିବ ନଭେମ୍ବର ମାସ ର ପାଣିପାଗ?

ଭୁବନେଶ୍ବର; ଆଜି ଭାରତୀୟ ପାଣିପାଗ ବିଭାଗ ତରଫ ରୁ ନଭେମ୍ବର ମାସ ପାଇଁ ଦୀର୍ଘ କାଳୀନ ପାଣିପାଗ ଆକଳନ ଜାରି କରାଯାଇଛି। ଆକଳନ ଅନୁସାରେ ଚଳିତ ମାସ ରେ ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ର ପ୍ରଭାବ ରହିବ। କେବଳ ଦକ୍ଷିଣ ଭାରତ ର କିଛି ଅଞ୍ଚଳ,
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 6 ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ
Read More...

ପହିଲାରୁ ପରିବର୍ତ୍ତନ ହେଲା ୫ ବଡ ନିୟମ

ନୂଆଦିଲ୍ଲୀ; ନଭେମ୍ବର ମାସ ପହିଲାରୁ ହେଉଛି ଅନେକ ପରିବର୍ତ୍ତନ । ନଭେମ୍ବର ୧ ଅର୍ଥାତ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏହି ନିୟମ ଦ୍ୱାରା ସାଧାରଣ ଜନତା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଆଜିଠାରୁ ଏଲପିଜି, ବୀମା, ବିଜୁଳି, ରୋଷେଇ ସିଲିଣ୍ଡର ଓଟିପି
Read More...

ଅଁଳାନବମୀରେ ଶ୍ରୀରାଧାଙ୍କ ପାଦ ଛୁଇଁପାରିବେନି ଶ୍ରଦ୍ଧାଳୁ

ସାକ୍ଷୀଗେପୋଳ; ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ସାକ୍ଷୀଗୋପାଳର ଶ୍ରୀରାଧାଙ୍କ ପାଦ ଦର୍ଶନ ବା ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ । ଏଥିପାଇଁ ବୋହୂ ପରି ସଜେଇ ହୋଇଛି ପୁରୀ ଜିଲ୍ଲା ସାକ୍ଷୀଗୋପଳରେ ଥିବା ସାକ୍ଷୀଗୋପୀନାଥ ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ
Read More...

ଖୋଲିଲା ଶିମିଳିପାଳ ଓ କୁଳଡିହା ଅଭୟାରଣ୍ୟ

ଭୁବନେଶ୍ବର୍; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଛି ୨ଟି ଅଭୟାରଣ୍ୟ । ଶିମିଳିପାଳ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଏଥିପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ସକାଳ
Read More...