ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ରାଜନୀତିରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଇସ୍ତଫା ଦେଇଛନ୍ତି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ଅନେକ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ମାଣିକ ଶାହାଙ୍କ ନାଁ ମଧ୍ୟ ସାମିଲ ଥିଲା । ଆଜି ରାଜ୍ୟ ବିଜେପି ବିଧାୟକ
Read More...

ଅବକାରୀ ଅଧୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡା: ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର
Read More...

ପୁରୀରୁ ଜବତ ହେଲା ୩ କୋଟିର ବ୍ରାଉନସୁଗାର

ପୁରୀ : ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ। ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏହି ବ୍ରାଉନ୍‌ସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଏହା ସହ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ବି ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ, ଏକ ଅଲଟୋ ଗାଡ଼ିରେ ବ୍ରାଉନସୁଗାର
Read More...

ଦିଲ୍ଲୀର ଏକ ୩ମହଲା କୋଠାରେ ଅଗ୍ନିକାଣ୍ଡ

ଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟି ଏହି ବିଲଡିଂରେ ଅଫିସ୍‌ ଏବଂ କମ୍ପାନୀ ପାଇଁ ବ୍ୟବହାର ହୋଇଥାଏ ବୋଲି ଦିଲ୍ଲୀର ଡେପୁଟି କମିଶନର ସୂଚନା ଦେଇଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।
Read More...

ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ଭୁବନେଶ୍ବର: ସାଧାରଣତଃ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଏଥର ୪ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ ତାରିଖରେ ମୌମୁମୀ ଆସିପାରେ ବୋଲି ଆକଳନ କରିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳରେ ପ୍ରବେଶ କରିଥାଏ । କେରଳ ଛୁଇଁଲେ ମୌସୁମୀ ବାୟୁର ଆଗମନ ନେଇ
Read More...

ରୋଷେଇ ଘରେ ମହଙ୍ଗା ମାଡ଼

ଭୁବନେଶ୍ଵର : ରନ୍ଧନ ଗ୍ୟାସ୍, ଖାଇବା ତେଲରେ ଅହେତୁକ ଦରବୃଦ୍ଧି ପରେ ଏବେ ବଢ଼ିଲାଣି ପରିବା ଦର। ଟମାଟୋ କିଲୋ ୧୨୦ ଟଙ୍କା ଛୁଇଁଲାଣି। ସେପଟେ ଆମିଷ କଥା ନକହିବା ଭଲ। ୩୦୦ ଟଙ୍କା ଛୁଇଁବାକୁ ବସିଲାଣି ଚିକେନ୍ କିଲୋ। ବାତ୍ୟା ଭୟରେ ଯୋଗାଣ ବନ୍ଦ ଥିବାରୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ
Read More...

ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍‌ ଲୋନ୍‌ ଉପରେ ବଢିଲା ସୁଧ ହାର

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ, ନିକଟରେ ରେପୋ ରେଟ୍‌ରେ ବୃଦ୍ଧି କରିଥିଲା। ରେପୋ ରେଟ୍‌ ବଢିବାର ପ୍ରଭାବ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସର ସୁଧ ଦର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏଲଆଇସି ହାଉସିଂ ଫାଇନାନ୍ସ ଅର୍ଥାତ ଏଲଆଇସି
Read More...

ଜଙ୍ଗଲରୁ ମିଳିଲା ଅଙ୍ଗନବାଡି ଦିଦିଙ୍କ ମୃତଦେହ

ଖଲ୍ଲିକୋଟ: ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ
Read More...

ସୁବ୍ରତଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

ପାଟଣା: ସୁବ୍ରତ ରାୟଙ୍କୁ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ୍ କରାଯାଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ସାହାରା ଗ୍ରୁପର ଚେୟାରମ୍ୟାନ୍ ସୁବ୍ରତ ରାୟ । ଫଳରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ଶୁକ୍ରବାର
Read More...

ଜୁନ୍ ୧୩ରେ ହେବ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂ ପଦ ଛାଡିବା ପରେ ହେବ ଉପନିର୍ବାଚନ । ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ । ମେ ୨୬ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଚାଲିବ
Read More...