ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଆଇଟିଆଇ ଛାତ୍ର
ନୂଆଦିଲ୍ଲୀ: ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଚତୁର୍ଥ କୌଶଳ ଦୀକ୍ଷାନ୍ତ ସମାରୋହରେ ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଦୁଇ କୃତୀ ଛାତ୍ର ହେଲେ ପ୍ରମୋଦ ଦଳପତି ଏବଂ ଜିତେନ୍ଦ୍ର ପ୍ରଧାନ।ଗଞ୍ଜାମ ଜିଲ୍ଲାର ୨୫ ବର୍ଷୀୟ!-->…
Read More...
Read More...