ବୁଡିଗଲା ବୁଡ଼ାଜାହାଜ, ୬ ମୃତ, ୯ ଆହତ
ମିଶର: ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ଗୁରୁବାର ଦିନ ହୁରଗାଡା ନିକଟରେ ଘଟିଥିଲା। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ନଅ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି। ୨୯ ଜଣ!-->…
Read More...
Read More...