ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ପରଲୋକରେ ଡିସ୍କୋ କିଙ୍ଗ୍‌

ମୁମ୍ବାଇ: ପୁଣି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଛିଛି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ହରାଇବାର ଦିନ କେଇଟା ନ ବିତୁଣୁ ଆଉ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକଙ୍କୁ ହରାଇଛି ବଲିଉଡ। ପ୍ରଖ୍ୟାତ ଗାୟକ ବାପି ଲାହିରିଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯
Read More...

କାଲି ପ|ଞ୍ଚାୟତ ଭୋଟ, କ’ଣ କହିଲେ ନିର୍ବାଚନ କମିଶନ?

ରାତିପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କେତେ ପ୍ରସ୍ତୁତ କରାଯାଇଛି ସେ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ଅପରାହ୍ନ
Read More...

ଦୋଷୀ ସାବ୍ୟସ୍ତ ହେଲେ ଲାଲୁ, ଯିବେ କି ଜେଲ?

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ । ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଓ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ବେଆଇନ
Read More...

ବିଦା ହେଲେ ଆଉ ୫ ସରକାରୀ ଅଧିକାରୀ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ଗତ କିଛି ଦିନ ତଳେ ରାଜ୍ୟ ସରକାର ପାଞ୍ଚ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଆଜି ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ
Read More...

ସଂକ୍ରମଣ କମୁଛି..କଟକଣା ହଟୁଛି

ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି କରୋନା ସଂକ୍ରମଣ କମିବା ସହ ଦେଶର ସବୁ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଉଛି । ଓଡିଶାରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବା ପରେ ପୂର୍ବ ସ୍ଥିତି ଧୀରେ ଧୀରେ ଫେରୁଛି । ରାଜ୍ୟରେ ଆଜି ବି ହଜାରେ ତଳେ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରୁ ୯୨୫ ଜଣ
Read More...

ଭାରତ ଆସିବ କୋର୍ବେଭାକ୍ସ

ଖୁବ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରାଯାଇପାରେ ଟିକାକରଣ । ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକସିନ । କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ
Read More...

ଘନଉଛି ୟୁକ୍ରେନ ସଙ୍କଟ, ବଢୁଛି ଯୁଦ୍ଧ ଆଶଙ୍କା

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବା ସହ ଯୁଦ୍ଧ ଆଶଙ୍କା ଘନଉଛି । ୟୁକ୍ରେନ ସୀମାରେ ସୈନ୍ୟ ବଳ ବଢାଇବାରେ ଲାଗିଛି ଋଷ । ୟୁକ୍ରେନ ସୀମାରେ ଲକ୍ଷେ ୩୦ ହଜାର ସୈନ୍ୟଙ୍କୁ ଏକାଠି କରାଯାଇଛି । ଏହା ସହ ଋଷ ଟ୍ୟାଙ୍କ,ଭାରି ଅସ୍ତ୍ରଶସ୍ତ୍ର,ମିଜାଇଲ ମଧ୍ୟ ୟୁକ୍ରେନ ସୀମାରେ ମୁତୟନ କରିଛି ।
Read More...

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । କୋଭିଡ କଟକଣାରେ ଦୁଇ ଦିନ ଧରି ଚାଲିବାକୁ ଥିବା ମେଳା ପାଇଁ ଦେଶ କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଛିା ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଏହି ମେଳା ଆରମ୍ଭ ହୋଇଥାଏ । ତେବେ
Read More...