ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଚୀନ୍‍ ଆକାଶରେ ଝଲସିବ କୁତ୍ରିମ ଚନ୍ଦ୍ର

ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍‍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା…
Read More...

ବିଶ୍ୱାସ ଅଟକାଇଛି ସର୍ବୋଚ୍ଚ ଅଦାଲତ ନିର୍ଦେଶ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପାଳନ କରାଯିବା ବେଳେ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ଘଟଣାରେ ଏଯାଏ ୮୬ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ ପ୍ରଶାସନ । ସେପଟେ ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ…
Read More...

ଅଧିକ କଠୋର ହେଲେ ଟ୍ରମ୍ଫ, ୩୧ବର୍ଷର ଚୁକ୍ତିରୁ ଓହରିବେ

ଓ୍ୱାଂଶିଟନ: ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଲାଣି । ଏମିତି ଯେ ଦୀର୍ଘ କାଟ୍‍ସା ଆଇନ ଲାଗୁ କରିବା ପରେ ମିସାଇଲ୍‍ ପରୀକ୍ଷଣ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ୩୧ବର୍ଷର ଏକ ଚୁକ୍ତିରୁ ଓହରିଯିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ଘୋଷଣା…
Read More...

ଏରସମାକୁ ଆଖେଇଛନ୍ତି ଦାମ, ଏପଟେ ହାତ ଛାଡିଲେଣି ଘନିଷ୍ଠ

ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସଜବାଜ ହେଉଛନ୍ତି ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ତେବେ ପାରାଦୀପ ନୁହେଁ, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ଉପରେ ତାଙ୍କର ଆଖି ରହିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,…
Read More...

ପୁଞ୍ଜି ବଜାର ଅସ୍ଥିର, ନିବେଶକାରୀ ଚିନ୍ତାରେ

ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ…
Read More...

ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ହେଲା ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍‍ ହିନ୍ଦ୍‍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ…
Read More...