ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ରିମାଣ୍ଡରୁ କ’ଣ ପାଇଲା ଭିଜିଲାନ୍ସ?

ଭୁବନେଶ୍ବର: ପିଏସ ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଜେଲ ପଠାଇଦିଆଯାଇଛି । ଝାରପଡା ଜେଲ ଯାଇଛନ୍ତି କୁବେର ପିଏସ ବିରଞ୍ଚି ସାହୁ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ
Read More...

ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଯେବେ ବିଚାରପତିମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ପାଆନ୍ତି, ସେବେ ଅଭିଯୋଗ କଲେ ତଦନ୍ତକାରୀ ସଂସ୍ଥାମାନେ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ସିବିଆଇ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କୌଣସି ଉତ୍ତର ଦିଅନ୍ତି ନାହିଁ। ଆଉ ଯଦି କିଛି ପ୍ରତିକୂଳ ଆଦେଶ
Read More...

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି। ଗତ ୨୪ ଘଣ୍ଟାରେ ୬୯
Read More...

ପଦକ ଆଶା ଦେଖାଇଲେ ପୁନିଆ

ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ
Read More...

ମ୍ୟାଚ ହାରିଲେ ବି ହୃଦୟ ଜିତିଲେ

ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି। ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ।
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ!

ଇଏ ଆଉ ଜଣେ କରିତକର୍ମା ପିଏସ୍, ରାତି ଅଧିଆ ବଦଳି କଲେ ସରକାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୂରେଇ ଦେଲେ ସରକାରକ୍ଷମତାଶାଳୀ ପିଏସ୍‌ଙ୍କୁ କୋରାପୁଟ ବଦଳି ପରେ ରାଜ୍ୟ ରାଜନୀତିରେ କମ୍ପନଲୋକସେବା ଭବନରେ ଟୁପୁରୁଟାପର, କେଳେଙ୍କାରୀରେ ଛନ୍ଦି ହୋଇଥିଲେ କି?
Read More...

ଦୁଗ୍ଧ ଚାଷୀ ପାଇଲେ ୧୧କୋଟିର ସ୍ବତନ୍ତ୍ର କୋଭିଡ ସହାୟତା

ରାଜ୍ୟ ସରକାର ଗରିବ ଲୋକଙ୍କ ସାଥିରେ ଅଛନ୍ତି: ମୁଖ୍ୟମନ୍ତ୍ରୀରାଜ୍ୟର ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇ ୨୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛିଦୁଗ୍‌ଧ ଚାଷ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିଛିକହିଲେ ହିତାଧିକାରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ
Read More...

ସତ ହୋଇଥିଲେ, ସାଂଘାତିକ…

ନୂଆଦିଲ୍ଲୀ: ମୁଁ ଜାଣିନି, ଯଦି ଗଣମାଧ୍ୟମ ରିପୋର୍ଟ ସତ ଥାଏ, ତେବେ ମାମଲାଟି ଅତ୍ୟନ୍ତ ଗମ୍ଭୀର। ପେଗାସସ୍ ସ୍ପାଏ ଓ୍ବେର୍ ଶୁଣାଣି ବେଳେ ଆଜି ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନଙ୍କ ସଂପର୍କରେ ହୋଇଥିବା ଗୁଇନ୍ଦାଗିରିର
Read More...

ପୂର୍ଣ୍ଣଙ୍କ ସଭ୍ୟ ପଦ ମାଗିଲା ବିଜେପି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଘେରିଲା ଦଳ ଭୁବନେଶ୍ୱର: ପିଲା ତଳ କ୍ଲାସରୁ ଉପର କ୍ଲାସକୁ ଯାଆନ୍ତି। କିନ୍ତୁ ଏଠି ସୋରଡା ନିର୍ବଚନମଣ୍ଡଳୀର ବିଜେଡି ବିଧାୟକ
Read More...