ଏଏସଓ ପରୀକ୍ଷା ବାତିଲ
ନ୍ୟୁଜ୍ ବ୍ୟୁରୋ: ବାତିଲ୍ ହେଲା ଏଏସଓ ପରୀକ୍ଷା। ଜୁଲାଇ ୧୩ରେ ହୋଇଥିବା ଏଏସ୍ଓ ପରୀକ୍ଷାକୁ ବାତିଲ କରାଯାଇଛି। ପୁଣି ସାନି ପରୀକ୍ଷା ଡିସେମ୍ବର ୭ରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି।
!-->!-->!-->…
Read More...
Read More...