Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Browsing
Video
ଜୁନ୍ ପାଇଁ ଆସିଲା ପାଣିପାଗ ପୂର୍ବାନୁମାନ
ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଜି କେରଳ ସ୍ପର୍ଶ କରିଛି। କେରଳର ଦକ୍ଷିଣାଞ୍ଚଳରେ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି।ଦୁଇ ତିନି ମଧ୍ୟରେ ପୂରା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଏପଟେ ଆଉ ୧୦ରୁ ୧୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି କୁହାଯାଉଛି।!-->…
Read More...
Read More...
ଓଡ଼ିଶା ଉପକୂଳ ଆଡ଼କୁ ଆସୁଛି ଅତି ଭୀଷଣ ବାତ୍ୟା
ଲଘୁଚାପ ରୂପ ନେଲା ଘୂର୍ଣ୍ଣବଳୟ, ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସଂପର୍କରେ ଠାରିଲା ପାଣିପାଗ ବିଭାଗଭୀଷଣ ବାତ୍ୟା ରୂପ ନେଇ ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଉପକୂଳରେ ପହଞ୍ଚିବ, ପ୍ରବଳ ବର୍ଷା ସହ ଆସୁଛିସମୁଦାୟ ସ୍ଥିତିର ସମୀକ୍ଷା କଲେ ସ୍ବତନ୍ତ୍ର ରିଲିଫ୍ କମିସନର, କୋଭିଡ୍ ନିୟମକୁ!-->!-->!-->…
Read More...
Read More...
ଆରମ୍ଭ ହେଲା ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି
ଭୁବନେଶ୍ବର: ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହା ୨୫ ତାରିଖ ପୂର୍ବାହ୍ନରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଆଜି ଆଇଏମ୍ଡି ସହିତ ପ୍ରାରମ୍ଭିକ!-->…
Read More...
Read More...