ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ରାତି ଅନିଦ୍ରା ଘାତକ କାହିଁକି

0

ନୂଆଦିଲ୍ଲୀ: ରାତି ଅନିଦ୍ରା ହୋଇ କାମ କରୁଛନ୍ତି କି । ଅତି ଗୁରୁତର ରୋଗରେ ପଡିପାରନ୍ତି । ଏପରିକି ଏହା କ୍ୟାନସର, ହୃଦଘାତକୁ ଆମନ୍ତ୍ରଣ କରିପାରେ । କେବଳ ସେତିକି ନୁହେଁ, ଏହା ଡିଏନଏ ବି ନଷ୍ଟ କରିଦେଇପାରେ । ଅନ୍ତର୍ଜାତିକସ୍ତରର ବିଶେଷଜ୍ଞମାନେ ଗଭୀର ଅନୁଶୀଳନ କରିବା ପରେ ଏମିତି କିିଛି ମତ ରଖୁଛନ୍ତି । ନିଶ୍ଚେତକ ସଂପର୍କିତ ଏକ ପତିକ୍ରାରେ ପ୍ରକାଶିତ ଖବର ଅନୁସାରେ, ୪୯ ଜଣ ସୁସ୍ଥା ଡାକ୍ତରଙ୍କୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଏକଥା ବି ସୂଚନା ମିଳୁଛି ଯେ ଗୋଟିଏ ବି ରାତି ଅନିଦ୍ରା ରହିଲେ, ଯେ କୌଣସି ବ୍ୟକ୍ତି କ୍ରୋନିକ୍‍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।

Leave A Reply

Your email address will not be published.