ପ୍ରମୁଖ ଖବର

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ମା’ଙ୍କୁ ମନେ ପକାଇଲେ ସୋଆ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ। ମା’ର ସ୍ନେହ ଓ ଯତ୍ନ ଦୁନିଆର ସବୁ ସମ୍ପର୍କଠାରୁ ବଡ଼। ଏହି ମହାନ ସମ୍ପର୍କକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି।

ସୋଆର ଛାତ୍ରଛାତ୍ରୀ ମାନେ ନିଜ ମା’ଙ୍କ ଓ ତାଙ୍କ ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାଇବେ। ମେ’ ୧୭ ତାରିଖ ସୁଦ୍ଧା [email protected] ମେଲ ଆଇଡି ଓ ୯୭୭୬୬୪୫୯୧୮ (9776645918) ମୋବାଇଲ ନମ୍ବରରେ ପଠାଇବାକୁ କୁହାଯାଇଛି। ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜ ରୁ 10ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ।

Leave A Reply

Your email address will not be published.